ETV Bharat / bharat

ସଫଳ ହେଲା ବିରଳ ସ୍ବାପ କିଡନୀ ଟ୍ରାନ୍ସପ୍ଲାଣ୍ଟ - andhrapradesh

ସଫଳ ହେଲା ବିରଳ ସ୍ବାପ କିଡନୀ ଟ୍ରାନ୍ସପ୍ଲାଣ୍ଟ । ମୁମ୍ବାଇର ଗ୍ଲୋବାଲ ହସ୍ପିଟାଲରେ ହୋଇଛି ଏପରି ଏକ ବିରଳ ଅସ୍ତ୍ରୋପଚାର । ଅଧିକ ପଢନ୍ତୁ...

In A Rare Case
ସଫଳ ହେଲା ବିରଳ ସ୍ବାପ କିଡନୀ ଟ୍ରାନ୍ସପ୍ଲାଣ୍ଟ
author img

By

Published : Feb 25, 2020, 7:06 PM IST

ମୁମ୍ବାଇ: ଚିକିତ୍ସା ବିଜ୍ଞାନରେ ଦିନକୁ ଦିନ ଦେଖିବାକୁ ମିଳୁଛି ବିରଳ ଘଟଣା ମାନ । ନିକଟରେ ମୁମ୍ବାଇର ଗ୍ଲୋବାଲ ହସ୍ପିଟାଲରେ ହୋଇଛି ଏପରି ଏକ ବିରଳ ଅସ୍ତ୍ରୋପଚାର ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ ।

ସଫଳ ହେଲା ବିରଳ ସ୍ବାପ କିଡନୀ ଟ୍ରାନ୍ସପ୍ଲାଣ୍ଟ

ସାଧାରଣତଃ ମଣିଷ ଶରୀରର କିଡନୀ 8 ଶହ ଗ୍ରାମ ହୋଇଥାଏ । କିନ୍ତୁ ଏହି ବିରଳ ଅସ୍ତ୍ରୋପଚାର ହୋଇଥିବା ବ୍ୟକ୍ତିଙ୍କର କିଡନୀର ଓଜନ 13 କିଲୋଗ୍ରାମ । ଗୋଆର 41 ବର୍ଷୀୟ ରୋମାନ ଏକ ବିରଳ ରୋଗରେ ପୀଡିତ ଥିବାରୁ ତାଙ୍କ କିଡନୀ ବଢିଥିଲା ।

ମୁମ୍ବାଇ ହସ୍ପିଟାଲରେ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଅସ୍ତ୍ରୋପ୍ରଚାର କରିଛନ୍ତି । ଆନ୍ଧ୍ରପ୍ରଦେଶ ଅମରାବତୀର ନିତିନ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ରୋମାନଙ୍କୁ କିଡନୀ ଦେଇଥିଲେ । ସେହିଭଳି ସମାନ ଭାବେ ରୋମାନଙ୍କ ପତ୍ନୀ ନିତିନଙ୍କୁ ଦେଇଛନ୍ତି କିଡନୀ । ସ୍ବାପ କିଡନୀ ଟ୍ରାନ୍ସପ୍ଲାଣ୍ଟ ପରେ ବର୍ତ୍ତମାନ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.