ETV Bharat / bharat

କୋଭିଡ-19 ମୁକାବିଲା: ଅନ୍ତୋଦୟ ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରକୁ ସହାୟତା

author img

By

Published : Sep 16, 2020, 6:45 PM IST

ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ, 2013 (NFSA) ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି । ଏଥିରେ ଦୁଇଟି ବର୍ଗରେ ଯୋଗ୍ୟ ପରିବାର ବା ବ୍ୟକ୍ତିବିଶେଷଙ୍କୁ ସଂଯୋଗ କରାଯାଇଛି ।

ଅନ୍ତୋଦୟା ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରକୁ ସହାୟତା

ହାଇଦ୍ରାବାଦ: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ, 2013 (NFSA) ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି । ଏଥିରେ ଦୁଇଟି ବର୍ଗରେ ଯୋଗ୍ୟ ପରିବାର ବା ବ୍ୟକ୍ତିବିଶେଷଙ୍କୁ ସଂଯୋଗ କରାଯାଇଛି । ଅନ୍ତୋଦୟ ଅନ୍ନ ଯୋଜନା (AAY) ପରିବାରଗୁଡିକ କେନ୍ଦ୍ର ଦ୍ବାରା ନିର୍ଦ୍ଦିଷ୍ଟ ପରିମାଣରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ରାଜ୍ୟ ଏବଂ କେନ୍ଦ୍ରଶାସିତ ସରକାର କିମ୍ବା ପ୍ରଶାସନ ଦ୍ବାରା ପ୍ରାଥମିକ ବାସଗୃହ ଗୁଡିକ (PHH) ମଧ୍ୟ ଚିହ୍ନଟ କରାଯାଇଛି । ପ୍ରତି ଘର ପିଛା ମାସକୁ 35 କେଜି ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବ । ପ୍ରତି ବ୍ୟକ୍ତି ପିଛା 5 କେଜି ଖାଦ୍ୟ ସାମଗ୍ରୀ ।

ଅନ୍ତୋଦୟ ଅନ୍ନ ଯୋଜନା ଅଧୀନରେ 2017-18 ରୁ 2019-20 ବର୍ଷ ପାଇଁ ଚାଉଳ ବଣ୍ଟନ-

Antodaya Anna Yojana
2017-18 ରୁ 2019-20 ବର୍ଷ ପାଇଁ ଚାଉଳ ବଣ୍ଟନ
Antodaya Anna Yojana
2017-18 ରୁ 2019-20 ବର୍ଷ ପାଇଁ ଚାଉଳ ବଣ୍ଟନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.