ETV Bharat / bharat

କମ୍‌ ଦାମର କୋରୋନା ପରୀକ୍ଷଣ କିଟ୍‌ ବିକଶିତ କଲେ IIT ହାଇଦ୍ରାବାଦର ଅନୁସନ୍ଧାନକାରୀ - IIT ହାଇଦ୍ରାବାଦ

ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ହାଇଦ୍ରାବାଦର ଅନୁସନ୍ଧାନକାରୀ ଏକ ଆରର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁକ୍ତ କୋରୋନା ପରୀକ୍ଷଣ କିଟ୍‌ ବିକଶିତ କରିଛନ୍ତି । ଏହି କିଟ୍‌ ଉଭୟ କୋରୋନା ଲକ୍ଷଣ ଥିବା ଏବଂ ଲକ୍ଷଣ ନଥିବା ରୋଗୀଙ୍କ ରିପୋର୍ଟ ମାତ୍ର 20 ମିନିଟରେ ପ୍ରକାଶ କରିପାରିବ ।

କୋରୋନା ପରୀକ୍ଷଣ କିଟ୍‌
କୋରୋନା ପରୀକ୍ଷଣ କିଟ୍‌
author img

By

Published : Jun 17, 2020, 4:24 PM IST

ହାଇଦ୍ରାବାଦ: ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ହୋଇପାରିବ । ତେବେ ବର୍ତ୍ତମାନର ପରିସ୍ଥିତିରେ ଜଣେ ରୋଗୀଙ୍କୁ କୋରୋନା ପରୀକ୍ଷଣର ଫଳାଫଳ ଜାଣିବା ପାଇଁ 24 ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । କିନ୍ତୁ ଏହି କିଟ୍‌ ଉଭୟ କୋରୋନା ଲକ୍ଷଣ ଥିବା ଏବଂ ଲକ୍ଷଣ ନଥିବା ରୋଗୀଙ୍କ ରିପୋର୍ଟ ମାତ୍ର 20 ମିନିଟରେ ପ୍ରକାଶ କରିପାରିବ ।

ତେବେ ଏହି କିଟ୍‌କୁ ହାଇଦ୍ରାବାଦର ESIC ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପରୀକ୍ଷଣ କରାଯାଇଛି । ଏହି କିଟ୍‌ ଜରିଆରେ ହେଉଥିବା ଏକ ପରୀକ୍ଷଣର ମୂଲ୍ୟ ପ୍ରାୟ 600 ଟଙ୍କା ରହିଛି । ତେବେ ଏହି କିଟ୍‌ର ଅଧିକ ଉତ୍ପାଦନ ହେବା ପରେ ଏହାର ମୂଲ୍ୟ ଘଟି 350 ଟଙ୍କା ମଧ୍ୟରେ ହୋଇପାରେ ବୋଲି ଜଣାପଡିଛି ।

ଏହି ପରୀକ୍ଷଣ କିଟ୍‌କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଅତି ସହଜ । ଆଇଆଇଟି ହାଇଦ୍ରାବାଦର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଫ୍ରଫେସର ଶିବ ଗୋବିନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ ଏହି କିଟ୍‌କୁ ବିକଶିତ କରିଛନ୍ତି । ଡ. ସୁର୍ଯ୍ୟସ୍ନତା ତ୍ରିପାଠୀ ଏବଂ ପତା ସୁପ୍ରଜାଙ୍କ ବ୍ୟତୀତ ଶିବ ଗୋବିନ୍ଦ ସିଂହଙ୍କ ରିସର୍ଚ ଟିମ୍‌ରେ ଥିବା ଛାତ୍ର ଏହି କିଟ୍‌କୁ ବିକଶିତ କରିବାରେ ସାହାଯ୍ୟ କରିଛନ୍ତି । ତେବେ ସେମାନେ ବର୍ତ୍ତମାନ ବହୁ ସଂଖ୍ୟାରେ ଏହି କିଟ୍‌କୁ ବିକଶିତ କରିବାକୁ ଆଇସିଏମଆରର ଅନୁମତି ମାଗୁଛନ୍ତି ।

ସୈଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.