ETV Bharat / bharat

କୋରୋନା ଭୟରେ ଆତ୍ମହତ୍ୟା କଲେ ଛାତ୍ର

author img

By

Published : Aug 18, 2020, 9:25 PM IST

ଛତିଶଗଡର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସସି) ର ଜଣେ ସ୍ନାତକୋତ୍ତର ଛାତ୍ର ମଙ୍ଗଳବାର କୋରୋନା ଭାଇରସ ରୋଗରେ ଆକ୍ରାନ୍ତ ହୋଇଥିବା ଭାବି ଆତ୍ମହତ୍ୟା କରିଛନ୍ତି ।

IISc student from Chhattisgarh dies
କୋରୋନା ଭୟରେ ଆତ୍ମହତ୍ୟା କଲେ ଛାତ୍ର

ରାୟପୁର: ଛତିଶଗଡର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସସି)ର ଜଣେ ସ୍ନାତକୋତ୍ତର ଛାତ୍ର ମଙ୍ଗଳବାର କୋରୋନା ଭାଇରସ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଆତ୍ମହତ୍ୟା କରିଛନ୍ତି । ସନ୍ଦୀପ କୁମାର ଫାଶୀ ଲଗାଇ ନିଜ କୋଠରୀରେ ଆତ୍ମହତ୍ୟା କରିଛନ୍ତି ।

ତାଙ୍କର କୋରୋନା ଭାଇରସ ଲକ୍ଷଣ ଥିବା ହେତୁ ସେ ଅବସାଦଗ୍ରସ୍ତ ଥିଲେ ବୋଲି ଜଣେ ପୋଲିସ ଇଟିଭି ଭାରତକୁ ସୂଚନା ଦେଇଛି । ଅଧିକାରୀଙ୍କ ଅନୁଯାୟୀ, ଛତିଶଗଡର ଏମଟେକ୍ ଛାତ୍ର ତାଙ୍କ ଅବସ୍ଥା ସମ୍ପର୍କରେ କିଛି ବନ୍ଧୁଙ୍କ ନିକଟକୁ ମେସେଜ ପଠାଇଥିଲେ । ଆଇଆଇଏସସି ଛାତ୍ରର ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.