ETV Bharat / bharat

ସୁଟ୍ଆଉଟ୍@ସମ୍‌ସାବାଦ: ଦିଶାଙ୍କ ଦୋଷୀଙ୍କୁ ଦଣ୍ଡ

author img

By

Published : Dec 6, 2019, 3:29 PM IST

Updated : Dec 7, 2019, 8:10 PM IST

ଆମ ଦେଶରେ ଯେଉଁଠି ଜଘନ୍ୟ ଅପରାଧ କରିଥିବା ଦୋଷୀ ମୃତ୍ୟୁଦଣ୍ଡରୁ ବଞ୍ଚିବାପାଇଁ କ୍ଷମା ଆବେଦନ କରିଥାଏ । ସେଠାରେ ଏପରି ଘଟଣା ସାରା ଦେଶରେ ଉତ୍ସବ ଖେଳାଇଦେଇଛି । ଏ ହେଉଛି ହାଇଦ୍ରାବଦ ଗଣଦୁଷ୍କର୍ମ ଘଟଣା ଜବନିକାର କାହାଣୀ ।

ସୁଟ୍ଆଉଟ୍ @ସମ୍‌ସାବାଦ
ସୁଟ୍ଆଉଟ୍ @ସମ୍‌ସାବାଦ

ହାଇଦ୍ରାବାଦ: ଏନକାଉଣ୍ଟର । ପୁରା ଫିଲ୍ମ ଷ୍ଟାଇଲରେ । ସମାନ ସ୍ଥାନ ସମାନ ଅପରାଧୀ । ନା ଆଗ ନା ପଛ ବିନା ବିଚାରରେ ସିଧା ଗୁଳିମାଡ । ଏ ହେଉଛି ନୂଆ ଭାରତ । ନୂଆ ଭାରତର ଦଣ୍ଡ ଦେବାର ନୂଆ ଷ୍ଟାଇଲ । ଅନ୍ୟକୁ ମାରିବ ନିଜେ ମରିବ । ମିଳିବନି ନିସ୍ତାର ।

ସୁଟ୍ଆଉଟ୍@ସମ୍‌ସାବାଦ: ଦିଶାଙ୍କ ଦୋଷୀଙ୍କୁ ଦଣ୍ଡ

ଆମ ଦେଶରେ ଯେଉଁଠି ଜଘନ୍ୟ ଅପରାଧ କରିଥିବା ଦୋଷୀ ମୃତ୍ୟୁଦଣ୍ଡରୁ ବଞ୍ଚିବାପାଇଁ କ୍ଷମା ଆବେଦନ କରିଥାଏ । ସେଠାରେ ଏପରି ଘଟଣା ସାରା ଦେଶରେ ଉତ୍ସବ ଖେଳାଇଦେଇଛି । ଏ ହେଉଛି ହାଇଦ୍ରାବଦ ଗଣଦୁଷ୍କର୍ମ ଘଟଣା ଜବନିକାର କାହାଣୀ ।

ଯେଉଁଠି ଏପର୍ଯ୍ୟନ୍ତ ନିର୍ଭୟା ଘଟଣାର ଦୋଷୀ ଶାସ୍ତି ପାଇନାହାନ୍ତି । ଘଟଣାକୁ 7 ବର୍ଷ ନପୂରୁଣୁ ପୁଣି ଘଟିଲା ସମାନ ଘଟଣାର ପୁନରାବୃତ୍ତି । ସବୁ ଶୁଣୁ ମର୍ମାହତ ହୋଇଥିଲା ସାରାଦେଶ । ପିଡୀତାଙ୍କ ମାବାପାଙ୍କ ସହ କାନ୍ଦିଥିଲେ ସମଗ୍ର ଦେଶବାସୀ । ନିଆଁରେ କୁହୁଳି ଥିଲେ ଯୁବପିଢୀ । ଅଭିଯୁକ୍ତଙ୍କୁ ସର୍ବ ସମ୍ମୁଖରେ ଗୁଳିମାରିବାକୁ ହେଉଥିଲା ଦାବି । ଘଟଣାକୁ ନେଇ ହୁଲସ୍ତୁଲ ହୋଇଥିଲା ସଂସଦ । ସମସ୍ତେ ଭାବିଥିଲେ ଚାଲିବ ବିଚାର ଅନେକ ବର୍ଷ ପରେ ମିଳିବ ଦଣ୍ଡ । କିନ୍ତୁ ଦେଶର ଝିଅର ଅକୁହା ବେଦନାକୁ ବୁଝିଥିଲା ତେଲେଙ୍ଗାନା ପୋଲିସ୍ । ପରକ୍ଷଭାବେ ଦେଶବାସୀଙ୍କ ଭାବନାକୁ ମିଳିଥିଲା ସମର୍ଥନ । ଅଭୁଯୁକ୍ତଙ୍କୁ ସିଧା ଏନକାଉଣ୍ଡର କରିଛି ପୋଲିସ ।

ଅଭିଯୁକ୍ତଙ୍କୁ ଏନକାଉଣ୍ଟର ଉପରେ ଉଠିବ ପ୍ରଶ୍ନ । ଏହା ପୋଲିସର କୈଶଳ ଅଥବା ସତ ବି ହୋଇଥାଇପାରେ । ତଦନ୍ତ ଚାଲିବ । ସତ ପଦାକୁ ଆସିବ । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ପୂରଣ ହୋଇଛି ପ୍ରତିଶୋଧ । ସାରା ଦେଶବାସୀଙ୍କ ହୃଦୟ ଜିଣିଛି ତେଲେଙ୍ଗାନା ପୋଲିସ । ଏନକାଉଣ୍ଟର ଅଫିସରଙ୍କୁ ସାଲ୍ୟୁଟ କରୁଛନ୍ତି ଯୁବପିଢୀ । ଆଉ ପୀଡିତାଙ୍କ ଆତ୍ମାକୁ ମିଳିଛି ଶାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Dec 7, 2019, 8:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.