ETV Bharat / bharat

ପୋଲିସ ହାତରେ 2 ନକଲି ପୋଲିସ - hyderabad news

ପୋଲିସ ବେଶରେ ଚୋରି କରିବା ପଡିଲା ମହଙ୍ଗା । ଶେଷରେ ବାନ୍ଧିନେଲେ ସତ ସତିକା ପୋଲିସ ବାବୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଆଗକୁ ପଢନ୍ତୁ...

fake police,loot,hyderabad
ପୋଲିସ ହାତରେ 2 ନକଲି ପୋଲିସ
author img

By

Published : Nov 26, 2019, 10:00 AM IST

ହାଇଦ୍ରାବାଦ: ପୋଲିସ ସାଜିବା ପଡିଲା ମହଙ୍ଗା । ସିଧା ବାନ୍ଧିନେଲା ଅସଲି ପୋଲିସ । ଏପରି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । 2 ଚୋର ପୋଲିସ ବେଶରେ ଦୁଇ ଚକିଆ ଚାଳକଙ୍କ ଠାରୁ ଲୁଟୁଥିଲେ ଟଙ୍କା । ହେଲେ ବେଶୀ ସମୟ ଲୁଚି ରହିଲାନି ଏହି ଲୁଚକାଳି ଖେଳ । ପୋଲିସ ଖବର ପାଇ 2 ନକଲି ପୋଲିସଙ୍କୁ ଗିରଫ କରିଛି ।

ପୋଲିସ ହାତରେ 2 ନକଲି ପୋଲିସ

ସୂଚନା ଅନୁସାରେ,ସୋମବାର ଚୋରି କରିବା ଉଦ୍ଦେଶ୍ୟରେ ଦୁଇ ଜଣ ବ୍ୟକ୍ତି ଧରିଥିଲେ ପୋଲିସ ବେଶ । ନିକଟରେ ହୋଇଥିବା ନୂତନ ଟ୍ରାଫିକ ନିୟମକୁ ନେଇ କରିଥିଲେ ନୂଆ ଷ୍ଟାଇଲରେ ଚୋରି । ସେମାନେ ରାସ୍ତାରେ ଥିବା ବସ ଷ୍ଟପରେ ଜଗି ରହୁଥିଲେ । ଯାତ୍ରୀ ଓହ୍ଲାଇବା ମାତ୍ରେ ଚେକିଂ ବାହାନାରେ କରୁଥିଲେ ଚୋରି।

ଏହି ଯାତ୍ରୀଙ୍କୁ ଖାଲି କିମ୍ବା ଅନ୍ଧାରିଆ ରାସ୍ତାକୁ ନେଇଯାଉଥିଲେ। ଏହାପରେ ସେମାନଙ୍କ ପାଖରେ ଥିବା ଫୋନ ଟଙ୍କା ଓ ଦାମି ଜିନିଷ ଲୁଟି ନେଉଥିଲେ । ହେଲେ ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ଧରିଥିଲା ପୋଲିସ ।

Intro:Body:

Hyderabad: Two persons posing as policemen were on Monday arrested here on the charge of robbing people of their valuables, police said.

    The two, both habitual offenders in their early 50s, targeted bus passengers from villages, they said.

        The impersonators would wait at bus-stands, take gullible passengers on a two-wheeler to an isolated place under the pretext of a check and relieve them of their

belongings, they said. Acting on a complaint from one of the victims, the duo was arrested, they added.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.