ETV Bharat / bharat

ଲଣ୍ଡନରେ ହାଇଦ୍ରାବାଦ ଯୁବକଙ୍କୁ ହତ୍ୟା

ଭାରତୀୟଙ୍କୁ ଲଣ୍ଡନରେ ନିର୍ମମ ହତ୍ୟା। ଭାରତୀୟ ଜଣଙ୍କ ହାଇଦ୍ରାବାଦର ନାଜିମୁଦ୍ଦିନ ହୋଇଥିବା ସୂଚନା।

author img

By

Published : May 10, 2019, 12:05 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ/ତେଲେଙ୍ଗାନା

ହାଇଦ୍ରାବାଦ: ଭାରତୀୟଙ୍କୁ ଲଣ୍ଡନରେ ନିର୍ମମ ହତ୍ୟା । ଭାରତୀୟ ଜଣଙ୍କ ହାଇଦ୍ରାବାଦର ନାଜିମୁଦ୍ଦିନ ହୋଇଥିବା ସୂଚନା । କିଛି ଦୁର୍ବୃତ୍ତ ଛୁରୀରେ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ତେବେ କେଉଁଥିପାଇଁ ତାଙ୍କୁ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

ନାଜିମୁଦ୍ଦିନଙ୍କ ଘର ପୁରୁଣା ହାଇଦ୍ରାବାଦରେ ବୋଲି ଜଣାପଡିଛି । ତେବେ ପୁଅର ମୃତ୍ୟୁ ଖବର ପାଇ ପରିବାର ଲୋକେ ଦୁଃଖରେ ମିୟମ୍ରାଣ ହୋଇଛନ୍ତି । ଏହା ସହ ସେମାନେ ପୁଅର ମୃତଦେହକୁ ଭାରତ ଆଣିବାକୁ ସରକାରଙ୍କ ସହାୟତା ଲୋଡିଛନ୍ତି ।

SLUG - AKHI TRUTIYA
FORMAT - AVO
REPORTER - HARIHARA PATNAIK
PLACE - GAJAPATI
DATE - 07.05.2019

ଦ୍ବିତୀୟ ପୁରୀ ଭାବେ ପରିଚିତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ପ୍ରତି ବର୍ଷ ଭଲି ଏହି ବର୍ଷ ମଧ୍ୟ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ କାଠ ଅନୁକୁଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ଜଗନ୍ନାଥ ପରିସରରେ ରାଜଜେମା କଲ୍ୟାଣୀ ଦେବୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ବୁଦ୍ଧିଜିବୀ ଯୋଗ ଦେଇଥିଲେ । ଆଜି ପବିତ୍ର ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ପାଲନ ହୋଇଛି । ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ବର୍ଷ ମଧ୍ୟରେ ଏହି ଦିନଟି ହେଉଛି ସବୁଠାରୁ ଶୁଭ ଦିନ । ଏହି ଦିନରେ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୂର୍ଣ୍ଣ ରହିଥାଏ । ଏହି ତିଥିରେ ଶ୍ରୀଜୀଉଙ୍କ ରଥନିର୍ମାଣ ପାଇଁ ଅନୁକୂଳ ହୋଇଥାଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ଏହି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଏ .ଚାଷୀମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । । ଆଉ ମୁଠାମୁଠା ବିହନ କିଆରୀରେ ବୁଣିଥାନ୍ତି । ଯାହାକୁ ଅକ୍ଷିମୁଠି କୁହାଯାଏ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.