ETV Bharat / bharat

ଏବେ ବି ଜୀବିତ ମାନବିକତା: କୋରୋନା ମୃତକଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର ଶବଦାହ କେନ୍ଦ୍ର - punjab

କୋରୋନା ମୃତକଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର ଶବଦାହ କେନ୍ଦ୍ର । ପଞ୍ଜାବ ରୋପାର ଜିଲ୍ଲାରେ ଖୋଲିଛି ଏହି ଶବଦାହ କେନ୍ଦ୍ର। ଅଧିକ ପଢନ୍ତୁ...

Ramgarhias open thier cremation grounds for corona victims
କୋରୋନା ମୃତକଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର ଶବଦାହ କେନ୍ଦ୍ର
author img

By

Published : Apr 11, 2020, 6:05 PM IST

ଚଣ୍ଡିଗଡ: ଏବେ ବି ଲୋକଙ୍କ ଭିତରେ ବଞ୍ଚି ରହିଛି ମାନବିକତା । କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ପରିବାର ଅନ୍ତିମ ସଂସ୍କାର ବେଳେ ଆସିନଥାନ୍ତି । ତେବେ ପଞ୍ଜାବର ରୋପାର ଗାଁର କିଛି ଲୋକ ମିଶି କରିଛନ୍ତି କୋରୋନା ମୃତକଙ୍କ ପାଇଁ ସ୍ବତନ୍ତ୍ର ସଶ୍ମାନ । କେବଳ ଜିଲ୍ଲା ନୁହେଁ, ରାଜ୍ୟର ଅନ୍ୟାନ୍ୟ ଅଞ୍ଚଚଳରେ କୋରୋନାଭାଇରସ୍ ରୋଗୀଙ୍କ ମୃତଦେହଗୁଡ଼ିକର ଅନ୍ତିମ ସଂସ୍କାର ପାଇଁ ଲୁଧିଆନା ସହରରେ ଏହାର ଏଲପିଜି ଶବଦାହ କେନ୍ଦ୍ର ଖୋଲିଛି ।

ରାମଗରିଆ ସମ୍ପ୍ରଦାୟ ମଧ୍ୟ ମ୍ୟୁନିସିପାଲିଟି କର୍ପୋରେସନ୍ ସହଯୋଗରେ ହୋଇଛି ଏହି ନିଷ୍ପତ୍ତି । କୋରୋନାଭାଇରସ୍ ରୋଗୀଙ୍କ ଶବଦାହ ବିରୁଦ୍ଧରେ ବିରୋଧ ଏବଂ କେତେକ କ୍ଷେତ୍ରରେ ସଂକ୍ରମଣ ଭୟରେ ପରିବାର ନିଜେ ମୃତଦେହ ନେବାକୁ ଅଗ୍ରାହ୍ୟ ହେଉଛନ୍ତି ।

ରୋପାର ଜିଲ୍ଲାରେ ଆନନ୍ଦପୁର ସାହିବ-ରୋପର ରାସ୍ତାରେ ଘାନାଉଲି ଗାଁର ବାସିନ୍ଦା କେବଳ ଏକ ସଂକଳ୍ପ ପାରିତ କରିନାହାଁନ୍ତି, ତାହା ନୁହେଁ ସେମାନଙ୍କ ଗାଁରେ କେହି COVID-19 ରୋଗୀଙ୍କ ଅନ୍ତିମ ସଂସ୍କାରରେ ଆପତ୍ତି କରିବେ ନାହିଁ । ଏହି ବିଷୟରେ ଲିଖିତ ଆକାରରେ ରୋପାର ଡେପୁଟି କମିଶନରଙ୍କୁ ଲେଖି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.