ETV Bharat / bharat

ଜାଣନ୍ତୁ ନକରାତ୍ମକ ବିଚାରକୁ ଦୂର କରିବାର ଉପାୟ - ନକରାତ୍ମକ ଭାବନା

ନକରାତ୍ମକ ଭାବନା କାରଣରୁ ଚିନ୍ତାରେ ରହିଥାଆନ୍ତି ଅନେକ ଲୋକେ । ଏପରି ସ୍ଥିତିରେ ରହିଥିବା ମଣିଷ କିଛି ଏପରି କହିଥାଆନ୍ତି ଯାହା ତାଙ୍କ ଆଖପାଖରେ ଉପସ୍ଥିତ ଲୋକଙ୍କୁ ପସନ୍ଦ ଆସି ନଥାଏ । ଆଜି ଆମେ ଆପଣଙ୍କୁ କହିବୁ ନକରାତ୍ମକ ଭାବନାକୁ ଶେଷ କରିବା ପାଇଁ କିଛି ଉପାୟ...

ଜାଣନ୍ତୁ ନକରାତ୍ମକ ବିଚାରକୁ ଦୂର କରିବାର ଉପାୟ
author img

By

Published : Sep 10, 2019, 5:08 AM IST

ହାଇଦ୍ରାବାଦ: ଅନେକ ଲୋକେ ନକରାତ୍ମକ ଭାବନା କାରଣରୁ ଚିନ୍ତାରେ ରହିଥାଆନ୍ତି । ସେ ଯେତେ ଚାହିଁଲେ ମଧ୍ୟ ନିଜର ଚିନ୍ତା ଏବଂ ବିଚାରକୁ ପରିବର୍ତ୍ତନ କରି ପାରନ୍ତି ନାହିଁ । ଏପରି ସ୍ଥିତିରେ ରହିଥିବା ମଣିଷ କିଛି ଏପରି କହିଥାଆନ୍ତି ଯାହା ତାଙ୍କ ଆଖପାଖରେ ଉପସ୍ଥିତ ଲୋକଙ୍କୁ ପସନ୍ଦ ଆସି ନଥାଏ । ଏମାନେ ଅନେକ ସମୟରେ ନିରାଶ ରହିଥାଆନ୍ତି । ଆଜି ଆମେ ଆପଣଙ୍କୁ କହିବୁ ନକରାତ୍ମକ ଭାବନାକୁ ଶେଷ କରିବା ପାଇଁ କିଛି ଉପାୟ...

ଅନେକ ସମୟରେ ଆମେ ପୁରୁଣା ଭୁଲକୁ ମନେ ପକାଇଥାଉ । ଯେବିକି ଆପଣଙ୍କ ବର୍ତ୍ତମାନ ସହିତ ଏହାର କୌଣସି ସମ୍ପର୍କ ନଥାଏ । ତେବେ ଏପରି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ । ନଚେତ ଏହା ଆପଣଙ୍କ ବର୍ତ୍ତମାନ ସହିତ ଭବିଷ୍ୟତ ଉପରେ ମଧ୍ୟ ପ୍ରଭାବ ପକାଇବ ।

ତେବେ ଭବିଷ୍ୟତକୁ ନେଇ ମଧ୍ୟ ଅନେକ ଲୋକ ଚିନ୍ତା କରିଥାଆନ୍ତି । ମାତ୍ର ନିଜର ଭବିଷ୍ୟତକୁ ନେଇ ଏତେବି ଚିନ୍ତା କରନ୍ତୁ ନାହିଁ । ଯାହାଦ୍ବାରା ଆପଣଙ୍କ ମୁଣ୍ଡବ୍ୟଥା ଆରମ୍ଭ ହୋଇଯିବ । ଅଧିକ ଭାବନାରୁ ସର୍ବଦା ଦୂରରେ ରୁହନ୍ତୁ । ନିଜ ବର୍ତ୍ତମାନର କର୍ମ ଉପରେ ଧ୍ୟାନ ଦିଅନ୍ତୁ ।

ଅନେକ ସମୟରେ ଆମ ଆଖପାଖରେ ଏଭଳି କିଛି ବ୍ୟକ୍ତି ଥାଆନ୍ତି । ଯେଉଁମାନେ ଆପଣଙ୍କ ଭଲ ଗୁଣକୁ ପ୍ରଶଂସା କରିବା ପରିବର୍ତ୍ତେ ଆପଣଙ୍କୁ ନିନ୍ଦା କରିଥାଆନ୍ତି । ତେବେ ଏଭଳି ବ୍ୟକ୍ତିଙ୍କଠାରୁ ଦୂରତ୍ବ ରକ୍ଷା କରନ୍ତୁ ।

ବେଳେବେଳେ ଆମ କିଛି ଭଲ କରିବାକୁ ଚାହିଁଥାଉ । ମାତ୍ର ଏହାର ଫଳ ଓଲଟା ହୋଇଥାଏ । ଏପରି ପରିସ୍ଥିତିରେ ନିଜ କର୍ମ ଉପରେ ଧ୍ୟାନ ଦିଅନ୍ତୁ । ଏବଂ ସାହସର ସହ ଆଗକୁ ବଢନ୍ତୁ । ଦେଖିବି ଆପଣଙ୍କ କର୍ମର ଫଳ ଆପଣଙ୍କୁ ନିଶ୍ଚୟ ମିଳିବ ।

ସ୍ଲଗ :- ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ  ସହର ଉପକଣ୍ଠ କନିଷିକୁ ସ୍ଥାନାନ୍ତରିତ ..  
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ+ବାଇଟ୍,
ସ୍ଥାନ       :ବ୍ରହ୍ମପୁର,
ତାରିଖ    : ୧୭-୦୭-୧୯. - (ଭିଜୁଆଲ ଓ ବାଇଟ୍ ମୋଜୋ ରେ ଯାଇଛି ।)
 (ଆଙ୍କର):- ବ୍ରହ୍ମପୁର ସହରର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ  ସହର ଉପକଣ୍ଠ କନିଷି ର ଏକ ଭଡାଘରକୁ ସ୍ଥାନାନ୍ତର କରାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ  ହୋଇଥିବା ନିଷ୍ପତ୍ତି କୁ ବିରୋଧ କରି ବ୍ରହ୍ମପୁର ଠାରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି  । ବିଶ୍ୱବିଦ୍ୟାଳୟ ସମ୍ମୁଖରେ  ଅଲ ଇଣ୍ଡିଆ ଡିଏସଓ ର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଶୈକ୍ଷିକ ପରିବେଶ ମଧ୍ୟରେ ରହିଥିବାବେଳେ ଏକ ନୂତନ ପରିବେଶ ମଧ୍ୟରେ କ୍ୟାମ୍ପସ ରେ ପାଠପଢାଯିବାକୁ କରାଯାଇଥିବା ଯୋଜନାକୁ  ଅଲ ଇଣ୍ଡିଆ ଡିଏସଓର କର୍ମକର୍ତ୍ତାମାନେ ନାପସନ୍ଧ କରିବା ସହ ସରକାର ଏହି ନିଷ୍ପତ୍ତିରୁ ଓହରିବାକୁ ଦାବୀ କରାଯାଇଛି  । ଏପରିକି ସହରର ଏକ ଶୈଖିକ ପରିବେଶରୁ ଏହାକୁ ସ୍ଥାନାନ୍ତର କରାଯିବା ପାଇଁ  କିଭଳି ଚିନ୍ତା କରାଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି  । ସରକାର ନିଜର ନିଷ୍ପତ୍ତି ନବଦଳାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି  । 
ବାଇଟ୍-ସୋମନାଥ ବେହେରା(କର୍ମକର୍ତ୍ତା- ଡି.ଏସ୍.ଓ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.