ETV Bharat / bharat

ସାମାନ୍ୟ କୋରୋନା ଲକ୍ଷଣ ଥିଲେ ହସ୍ପିଟାଲ ମନା: ସ୍ବାସ୍ଥ୍ୟ ମନ୍ତ୍ରଣାଳାୟ - ସ୍ବାସ୍ଥ୍ୟ ମନ୍ତ୍ରଣାଳାୟ

ସାମାନ୍ୟ କୋରୋନା ଲକ୍ଷଣ ଥିଲେ ହସପିଟାଲ ମନା । ଗାଇଡ ଲାଇନ ଜାରି କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳାୟ । ଅଧିକ ପଢନ୍ତୁ....

‘Hospitals need to discharge asymptomatic, mild Covid-19 patients within 24 hours’: Delhi health department
ସାମାନ୍ୟ କୋରୋନା ଲକ୍ଷଣ ଥିଲେ ହସପିଟାଲ ମନା : ସ୍ବାସ୍ଥ୍ୟ ମନ୍ତ୍ରଣାଳାୟ
author img

By

Published : Jun 6, 2020, 6:09 PM IST

ନୂଆଦିଲ୍ଲୀ : ଦେଶରେ ବଢି ଚାଲିଛି କୋରୋନା ମହାମାରୀ । ପ୍ରତିଦିନ ନେଉଛି ଶହ ଶହ ମୁଣ୍ତ । କେବଳ ଭାରତ ନୁହେଁ, ସମଗ୍ର ବିଶ୍ବକୁ ଗ୍ରାସ କରିଛି ଏହି କିଲର ଭାଇରସ । ଭାରତରେ ପଜେଟିଭଙ୍କ ସଂଖ୍ୟା 236657 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 6642 ପହଞ୍ଚିଛି । ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ବାଟ ଆପଣେଉଛନ୍ତି । ହେଲେ, ରୋକ ଲାଗି ପାରୁନି ଏହି ଭାଇରସ ଉପରେ ।

ସାମାନ୍ୟ ଲକ୍ଷଣ ଦେଖାଯାଇଥିବା ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରିବାରେ କୈଣସି ଆବଶ୍ୟକତା ନାହିଁ । ଆଉ ଯେଉଁ ମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ନେଇ ମେଡିକାଲରେ ଭର୍ତ୍ତି କରାଯାଇଛି ସେମାନଙ୍କୁ 24 ଘଣ୍ଟାରେ ଡିସଚାର୍ଜ କରାଯାଇ ପାରିବ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ଗାଇଡ ଲାଉନ ଜାରି କରାଯାଇଛି ।

ସୌଜନ୍ୟ @ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.