ETV Bharat / bharat

ସଚ୍ଚୋଟତା ହିଁ ମୋର ଏକମାତ୍ର ଏଜେଣ୍ଡା: ଉର୍ମିଲା

ଗତ ବୁଧବାର ଉର୍ମିଲା ମାତୋଣ୍ଡକର ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ କଂଗ୍ରେସରେ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ତାଙ୍କୁ ଏହା ପ୍ରଶ୍ନ କରାଯାଇଥିଲା କି ନିର୍ବାଚନ ଜିତିବା ପାଇଁ ଆପଣଙ୍କ ପାଖରେ କୌଣସି ବିଶିଷ୍ଟ ଏଜେଣ୍ଡା କି କୌଣସି ରଣନୀତି ଅଛି କି ? ଏହାର ଉତ୍ତରରେ ସେ କହିଥିଲେ, ‘ସଚ୍ଚୋଟତା ହିଁ ମୋର ଏକମାତ୍ର ଏଜେଣ୍ଡା’

author img

By

Published : Mar 30, 2019, 1:56 PM IST

ଫଟୋ ସୌଜନ଼୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ମୁହଁ ଖୋଲିଲେ ବଲିଉଡ ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଉର୍ମିଲା ମାତୋଣ୍ଡକର । ଗତ ଶୁକ୍ରବାର ସେ କହିଛନ୍ତି କି ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାଙ୍କ ପାଖରେ କୌଣସି ବିଶେଷ ଏଜେଣ୍ଡା ନାହିଁ। ସଚ୍ଚୋଟତା ହିଁ ମୋର ଏକମାତ୍ର ଏଜେଣ୍ଡା ।

ତେବେ ଉର୍ମିଲା ମାତୋଣ୍ଡକର ମୁମ୍ବାଇରେ ନିଜର ନିର୍ବାଚନ ପ୍ରଚାର ଜରିଆରେ ଏହା ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ଶୁକ୍ରବାର କଂଗ୍ରେସ ଉର୍ମିଲା ମାତୋଣ୍ଡକରଙ୍କୁ ମୁମ୍ବାଇର ଉତ୍ତର ଲୋକସଭା କ୍ଷେତ୍ରରୁ ନିର୍ବାଚନ ପ୍ରାର୍ଥୀ ରୂପେ ମୈଦାନକୁ ଓହ୍ଲାଇଥିଲେ । ଯାହାର ଦୁଇ ଦିନ ପରେ ସେ ପାର୍ଟିରେ ସାମିଲ ହୋଇଥିଲେ । ତେବେ ଉର୍ମିଲା ବିଜେପିରସାଂସଦ ଗୋପାଳ ସେଠୀଙ୍କ ବିରୋଧରେ ନିର୍ବାଚନଲଢିବେ । ଯିଏ 2014 ଲୋକସଭା ନିର୍ବାଚନରେ ମୁମ୍ବାଇ କଂଗ୍ରେସର ପୂର୍ବ ପ୍ରମୁଖ ନିରୁପମଙ୍କୁ ହରାଇଥିଲେ ।

ତେବେ ଗତ ବୁଧବାର ଉର୍ମିଲା ମାତୋଣ୍ଡକର ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ କଂଗ୍ରେସରେ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ତାଙ୍କୁ ଏହା ପ୍ରଶ୍ନ କରାଯାଇଥିଲା କି ନିର୍ବାଚନ ଜିତିବା ପାଇଁ ଆପଣଙ୍କ ପାଖରେ କୌଣସି ସ୍ୱତନ୍ତ୍ର ଏଜେଣ୍ଡା କି କୌଣସି ରଣନୀତି ଅଛି କି ? ଏହାର ଉତ୍ତର ଦେଇ ସେ କହିଥିଲେ, ‘ସଚ୍ଚୋଟତା ହିଁ ମୋର ଏକମାତ୍ର ଏଜେଣ୍ଡା’

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.