ETV Bharat / bharat

ସଂଘ ପ୍ରଚାରକ ହିତାନନ୍ଦ ବିଜେପିର ଯୁଗ୍ମ ସମ୍ପାଦକ ନିଯୁକ୍ତ

author img

By

Published : Sep 14, 2020, 1:52 PM IST

ଆରଏସଏସ ପ୍ରଚାରକ ହିତାନନ୍ଦ ଶର୍ମାଙ୍କୁ ମଧ୍ୟପ୍ରଦେଶରେ ବିଜେପିର ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ ମିଳିଛି । ଅଧିକ ପଢନ୍ତୁ...

ସଂଘ ପ୍ରଚାରକ ହିତାନନ୍ଦ ବିଜେପିର ଯୁଗ୍ମ ସମ୍ପାଦକ ନିଯୁକ୍ତ
ସଂଘ ପ୍ରଚାରକ ହିତାନନ୍ଦ ବିଜେପିର ଯୁଗ୍ମ ସମ୍ପାଦକ ନିଯୁକ୍ତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବିଜେପିକୁ ଆହୁରି ମଜବୁତ କରିବାକୁ ଆଜି ଆରଏସଏସ ପ୍ରଚାରକ ହିତାନନ୍ଦ ଶର୍ମାଙ୍କ ଦଳ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ ମିଳିଛି । ଏମପିରେ 27 ବିଧାନସଭା ପାଇଁ ଉପନିର୍ବାଚନ ହେବାକୁ ଥିବାବେଳେ ସୋମବାର ହିତାନନ୍ଦଙ୍କୁ ଏହି ଦାୟିତ୍ବ ଦିଆଯାଇଛି ।

ସେ ସାଧାରଣ ସମ୍ପାଦକ ସୁବାଷ ଭଗତଙ୍କ ସହିତ ମିଶି କାମ କରିବେ ବୋଲି ଜଣାପଡିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ତାଙ୍କ ନାମ ଘୋଷଣା କରିଛନ୍ତି । ଶର୍ମା ଅନେକ ଦିନ ହେବ ସଂଘ ପାଇଁ କାମ କରୁଛନ୍ତି ।

ଶର୍ମା ବର୍ତ୍ତମାନ, ବିଦ୍ୟା ଭାରତୀରେ ଜୋନାଲ ଅର୍ଗାନାଇଜେସନ ଇନଚାର୍ଜ ଭାବେ କାମ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.