ETV Bharat / bharat

ନାଗରିକ ସଂଶୋଧନ ବିଲକୁ ବିରୋଧ, ଦିଲ୍ଲୀରେ AMUର ବିଶାଳ ଧାରଣା - Delhi Cooch

ଆଲିଗଡ ମୁସଲିମ୍ ୟୁନିଭର୍ସିଟିର ବିରୋଧ । ନାଗରିକ ସଂଶୋଧନ ବିଲକୁ ମୁସଲିମ୍ ସମ୍ପ୍ରଦାୟର ବିରୋଧ ସହ ହିନ୍ଦୁତ୍ବ ମୁର୍ଦ୍ଦାବାଦ୍ ନାରାବାଜି ।

Hindutva Murdabad slogans in AMU
ନାଗରିକ ସଂଶୋଧନ ବିଲକୁ ବିରୋଧ
author img

By

Published : Dec 11, 2019, 10:12 AM IST

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ବିଲକୁ ବିରୋଧ କରିଛନ୍ତି ଆଲିଗଡ ମୁସଲିମ୍ ୟୁନିଭର୍ସିଟିର ଛାତ୍ରଛାତ୍ରୀ । ମଙ୍ଗଳବାର ମୌଲାନା ଆଜାଦୀ ଲାଇବ୍ରେରୀ ଠାରୁ ୟୁନିଭର୍ସିଟି ସର୍କଲ୍ ପର୍ଯ୍ୟନ୍ତ ବିଲର ବିରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବିରୋଧରେ ନାରାବାଜି କରିବା ସହ ହିନ୍ଦୁତ୍ବ ମୁର୍ଦ୍ଦାବାଦ କହିଥିଲେ ।

ବୁଧବାର ଏହାକୁ ବିରୋଧ କରି ଦିଲ୍ଲୀରେ ବିଶାଳ ରାଲି କରିବେ । ଅନ୍ୟପକ୍ଷେ 20 ନୋମିନି, 700 ଅପରିଚିତ ଓ 2ଜଣ ପୁରୁଣାଛାତ୍ରଙ୍କ ବିରୋଧରେ ପୋଲିସ ସହ ମାରପିଟ୍ ଓ ଅଭଦ୍ରତା କରିଥିବା ଅଭିଯୋଗରେ ଗିରଫ କରାଯାଇଛି । ଛାତ୍ରଙ୍କ ଉପଦ୍ରବ ଦେଖି ବିଶ୍ବବିଦ୍ୟାଳୟ ପ୍ରଶାସନ ମଧ୍ୟ ଚୁପ୍ ରହିଥିଲେ ।

ଅନ୍ୟପଟେ ପୂର୍ବଛାତ୍ର ସଂଘ ଅଧ୍ୟକ୍ଷ ସଲମାନ ଇମତିୟାଜଙ୍କ ଅନୁସାରେ, ଏହି ବିଲ୍ ମୌଳିକ ଅଧିକାର ଓ ସମ୍ବିଧାନ ବିରୋଧରେ ଓ ମୁସଲମାନଙ୍କ ବିରୋଧୀ । ରାଜ୍ୟସଭା ଏହି ବିଲକୁ ସମର୍ଥନ ନ କରନ୍ତୁ ବୋଲି କହିଛନ୍ତି ସେ । ଏହା କେବଳ ମୁସଲମାନ ନୁହେଁ ବରଂ ହିନ୍ଦୁ ସମୁଦାୟ ଓ ହିନ୍ଦୁସ୍ଥାନୀ ସଂସ୍କୃତି ବିରୋଧୀ । ଦେଶରେ ଶାନ୍ତି ଅଛି ମାତ୍ର ବିଜେପି ସରକାର ଦେଶରେ ଗୃହଯୁଦ୍ଧ କରିବାକୁ ଚାହୁଁଛି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.