ETV Bharat / bharat

ହିନ୍ଦୁ-ମୁସଲିମ ଭାଇ ଭାଇ, ଏକାଠି ହୋଇ ଗଢିଲେ ମସଜିଦ୍‌ - କର୍ଣ୍ଣାଟକର ବେଲ୍ଲାରୀ

ହିନ୍ଦୁ ମୁସଲିମ୍‌ ଭାଇଚାରାର ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଲ୍ଲାରୀ ଅଞ୍ଚଳରେ । ଦେଶରେ ବର୍ତ୍ତମାନ ସିଏଏ ଓ ଏନଆରସିକୁ ନେଇ ବିବାଦ ଦେଖାଦେଇଥିବାବେଳେ ବେଲ୍ଲାରୀରେ ଏକ ମସଜିଦକୁ ଉଭୟ ହିନ୍ଦୁ ଓ ମୁସଲିମ ମିଳିତ ଭାବେ ତିଆରି କରିବା ଦେଶରେ ସାମ୍ପ୍ରଦାୟିକ ସଦଭାବର କଥା କହୁଛି ।

new mosque construction
ହିନ୍ଦୁ-ମୁସଲିମ ଭାଇ ଭାଇ, ଏକାଠୀ ହୋଇ ଗଢିଲେ ମସଜିଦ୍‌
author img

By

Published : Jan 23, 2020, 1:42 PM IST

ବେଙ୍ଗାଲୁରୁ: ହିନ୍ଦୁ ମୁସଲିମ୍‌ ଭାଇଚାରାର ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଲ୍ଲାରୀ ଅଞ୍ଚଳରେ । ଦେଶରେ ବର୍ତ୍ତମାନ ସିଏଏ ଓ ଏନଆରସିକୁ ନେଇ ବିବାଦ ଦେଖାଦେଇଥିବାବେଳେ ବେଲ୍ଲାରୀରେ ଏକ ମସଜିଦକୁ ଉଭୟ ହିନ୍ଦୁ ଓ ମୁସଲିମ ମିଳିତ ଭାବେ ତିଆରି କରିବା ଦେଶରେ ସାମ୍ପ୍ରଦାୟିକ ସଦଭାବର କଥା କହୁଛି ।

ହିନ୍ଦୁ-ମୁସଲିମ ଭାଇ ଭାଇ, ଏକାଠୀ ହୋଇ ଗଢିଲେ ମସଜିଦ୍‌

ବେଲ୍ଲାରୀର ଟି. ରାମପୁରା ଗାଁ ମଝିରେ ଏକ ପୁରୁଣା ମସଜିଦ ଥିବାବେଳେ ଏହାକୁ ଭାଙ୍ଗି ନୂଆ ଏକ ମସଜିଦ ତିଆରି କରିଛନ୍ତି ସେଠାକାର ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକେ । ଯାହାର ଭୂମିପୂଜା କରିଛନ୍ତି ଏକ ମହନ୍ତ । ସେ ପୁରୁଣା ମସଜିଦର କିଛି ଅଂଶ ଭାଙ୍ଗି ନୂଆ କାର୍ଯ୍ୟ ପାଇଁ ଭୂମି ପୂଜା କରିଛନ୍ତି ।

ଏହି ଅବସରରେ ଅନେକ ହିନ୍ଦୁ ନେତା ଟି ରାମପୁରା ଗ୍ରାମରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି ।

Intro:Body:

Hindu swamiji drive to new mosque construction 

Bellary: Both hindu and muslim religion people joined together and gave drive to the construction of new mosque in Bellary.

This was the best example for unity among the religions.

An old mosque in the middle of T. Rampura village of Siraguppa taluk was collapsed and gave drive to new mosque construction. Hindu Matadeesh(Swamiji of mutt) Mahantha swamiji of Haalvi mutt did earth puja worship. He collapsed a small part of the old mosque using spade and gave drive to the new work. 

Many local leaders of hindu religion of T. Rampura village were present on the occasion.  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.