ETV Bharat / bharat

ଉଦ୍ୟୋଗ ବିଭାଗକୁ 100ଟି ବୃକ୍ଷରୋପଣ କରିବାକୁ ନିର୍ଦ୍ଦେଶ - Kerala industry department director to plant 100 trees

ଉଦ୍ୟୋଗ ବିଭାଗ ନିର୍ଦ୍ଦେଶକଙ୍କୁ 100ଟି ବୃକ୍ଷରୋପଣ କରିବାକୁ ଶୁକ୍ରବାର କେରଳ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

High Court directs Kerala industry department director to plant 100 trees
ଉଦ୍ୟୋଗ ବିଭାଗକୁ 100ଟି ବୃକ୍ଷରୋପଣ କରିବାକୁ ନିର୍ଦ୍ଦେଶ
author img

By

Published : Feb 15, 2020, 12:52 PM IST

ଥୀରୁଅନନ୍ତପୁରମ୍: ଉଦ୍ୟୋଗ ବିଭାଗ ନିର୍ଦ୍ଦେଶକଙ୍କୁ 100ଟି ବୃକ୍ଷରୋପଣ କରିବାକୁ ଶୁକ୍ରବାର କେରଳ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜଷ୍ଟିସ ଅମିତ୍ ରାୱଲ ବନ ଏବଂ ବନବିଭାଗକୁ ବୃକ୍ଷରୋପଣ ପାଇଁ ସ୍ଥାନ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋଲ୍ଲେମରେ କାର୍ଯ୍ୟ କରୁଥିବା ଏକ ରାସାୟନିକ କମ୍ପାନୀ କେରଳର ଉଦ୍ୟୋଗ ବିଭାଗକୁ ଏକ ଆବେଦନ କରିଥିଲେ । ଯେଉଁ ଆବେଦନର ଶୁଣାଣି ଗତ 2016 ମସିହାରେ ହୋଇଥିଲା । କିନ୍ତୁ ବିଭାଗର ଶୁଣାଣି ଆଧାରରେ କୌଣସି ଆଦେଶ ଜାରି କରିନଥିଲେ ।

ଫଳରେ କମ୍ପାନୀ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ । ଯାହାକୁ ନେଇ ଉଦ୍ୟୋଗ ବିଭାଗ ନିର୍ଦ୍ଦେଶକଙ୍କୁ 100ଟି ବୃକ୍ଷରୋପଣ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

kerala news
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.