ETV Bharat / bharat

କୋରୋନା ମୁକାବିଲା: ଓଡିଶା ସମେତ 4ଟି ରାଜ୍ୟରେ ନିୟୋଜିତ ହେବେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ - ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ 4ଟି ରାଜ୍ୟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ଏହି ରାଜ୍ୟ ଗୁଡିକ ହେଲା ଉତ୍ତରପ୍ରଦେଶ, ଝାଡଖଣ୍ଡ, ଛତିଶଗଡ ଓ ଓଡିଶା । ରାଜ୍ୟରେ ହଠାତ କୋରୋନା ସଂକ୍ରମଣ ବୃଦ୍ଧି ପାଇବାପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

କୋରୋନା ମୁକାବିଲା: ଓଡିଶା ସମେତ 4ଟି ରାଜ୍ୟରେ ନିୟୋଜିତ ହେବେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ

author img

By

Published : Sep 1, 2020, 12:02 AM IST

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ 4ଟି ରାଜ୍ୟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ଏହି ରାଜ୍ୟ ଗୁଡିକ ହେଲା ଉତ୍ତରପ୍ରଦେଶ, ଝାଡଖଣ୍ଡ, ଛତିଶଗଡ ଓ ଓଡିଶା । ରାଜ୍ୟରେ ହଠାତ କୋରୋନା ସଂକ୍ରମଣ ବୃଦ୍ଧି ପାଇବାପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି ।

କୋରୋନା ମୁକାବିଲା: ଓଡିଶା ସମେତ 4ଟି ରାଜ୍ୟରେ ନିୟୋଜିତ ହେବେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ
କୋରୋନା ମୁକାବିଲା: ଓଡିଶା ସମେତ 4ଟି ରାଜ୍ୟରେ ନିୟୋଜିତ ହେବେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ

କୋରୋନା ସକରାତ୍ମକ ମାମଲାଗୁଡ଼ିକର ସଂକ୍ରମଣ ନୀରିକ୍ଷଣ, ପରୀକ୍ଷଣ ଏବଂ ଦକ୍ଷ କ୍ଲିନିକାଲ୍ ପରିଚାଳନାକୁ ସକ୍ରିୟ ଢଙ୍ଗରେ କରିବା ପାଇଁ ଏହି ଟିମ୍ ରାଜ୍ୟକୁ ସହାୟତା କରିବେ । ଠିକ୍ ସମୟରେ ନିରାକରଣ ସହିତ ବିଭିନ୍ନ ପରିଚାଳନା କରିବାରେ ସେମାନେ ରାଜ୍ୟମାନଙ୍କୁ ପରାମର୍ଶ ଦେବେ । ପ୍ରତ୍ୟେକ ଟିମରେ ଏକ ଏପିଡେମିଲୋଜିଷ୍ଟ୍ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଗଠିତ ହେବ ।

ଏହି ଚାରୋଟି ରାଜ୍ୟ ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ସକ୍ରିୟ ମାମଲା 54,666ଟି ରହିଛି, ତାପରେ ଓଡିଶା 27,219 ସହ ଦ୍ବିତୀୟ, ଛତିଶଗଡ 13,520 ମାମଲା ସହ ତୃତୀୟ ଏବଂ ଝାଡଖଣ୍ଡ 11,577 ସକ୍ରିୟ ମାମଲା ସହ ତୃତୀୟ ସ୍ଥାନରେ ରହିଛି।

ସେହିପରି ମୋଟ କୋରୋନା ଆକ୍ରାନ୍ତଙ୍କ ଦୃଷ୍ଟି କୋଣରୁ ଉତ୍ତରପ୍ରଦେଶରେ 2,25,632, ଓଡିଶାରେ 1,00,934, ଝାଡଖଣ୍ଡରେ 38,435 ଏବଂ ଛତିଶଗଡରେ 30,092 ମାମଲା ରହିଛି। ଉତ୍ତରପ୍ରଦେଶରେ ସର୍ବାଧିକ 3423 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଓଡିଶା, ଝାଡଖଣ୍ଡ ଏବଂ ଛତିଶଗଡରେ ଯଥାକ୍ରମେ 482, 410 ଏବଂ 269 ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.