ETV Bharat / bharat

ସୁଦାନରେ ଭୟଙ୍କର ବିସ୍ଫୋରଣ: 18 ଭାରତୀୟ ମୃତ - ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର

ସୁଦାନ ରାଜଧାନୀରେ ଥିବା ଏକ କାରଖାନାରେ ବିସ୍ଫୋରଣ ଘଟି 18 ଭାରତୀୟ ଶ୍ରମିକଙ୍କ ମୃତ୍ୟୁ । ଘଟଣା ଜାଣିବା ପାଇଁ ଅଧିକ ପଢନ୍ତୁ...

PHOTO
18 ଭାରତୀୟ ମୃତ
author img

By

Published : Dec 4, 2019, 6:16 PM IST

Updated : Dec 4, 2019, 6:50 PM IST

ନୂଆଦିଲ୍ଲୀ: ସୁଦାନ ରାଜଧାନୀ ଖାର୍ତୁମରେ ପ୍ରତିଷ୍ଠା ହୋଇଥିବା ଏକ ‘ଚାଇନା ମାଟି’ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 18 ଜଣ ଭାରତୀୟ ଶ୍ରମିକଙ୍କ ମସେତ 25ରୁ ଊର୍ଦ୍ଧ୍ବ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।ଘଟଣାଟି ମଙ୍ଗଳବାର ଘଟିଥିଲେ ମଧ୍ୟ ଆଜି ସ୍ପଷ୍ଟ ହୋଇଛି ।

PHOTO
ଫଟୋ ସୌଜନ୍ୟ: ଏଏନଆଇ

ବୁଧବାର ବୈଦେଶିକ ମନ୍ତ୍ରୀ ବିସ୍ଫୋରଣରେ ଭାରତୀୟଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏ ସଂପର୍କରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି ସୂଚନା ଦେବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ଘଟଣା ସମ୍ପର୍କରେ ଲଗାତାର ଭାବେ ସୁଦାନ ପ୍ରଶାସନ ସହ ବୈଦେଶିକ ବିଭାଗ ସଂପର୍କରେ ଥିବା କହିଛନ୍ତି ।

ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ କୌଣସି ରାସାୟନିକ ପଦାର୍ଥରେ ନିଆଁ ସଂଯୋଗ ହୋଇ ଏପରି ହୋଇଥିବା କୁହାଯାଉଛି ।

Intro:Body:

BLANK FOR LINK 

Conclusion:
Last Updated : Dec 4, 2019, 6:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.