ETV Bharat / bharat

ହାଥରସ ପୀଡିତାଙ୍କ ସହ ହୋଇନି ଦୁଷ୍କର୍ମ !

author img

By

Published : Oct 1, 2020, 12:54 PM IST

ଗଣଦୁଷ୍କର୍ମର ଶିକାର ହୋଇନାହାଁନ୍ତି ହାଥରସ ପୀଡିତା । ପୀଡିତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟରେ ଦୁଷ୍କର୍ମ ହେବାନେଇ କୌଣସି ଉଲ୍ଲେଖ କରାଯାଇନାହିଁ ।

ହାଥରସ ପିଡିତାଙ୍କ ହୋଇନି ଦୁଷ୍କର୍ମ
ହାଥରସ ପିଡିତାଙ୍କ ହୋଇନି ଦୁଷ୍କର୍ମ

ଲକ୍ଷ୍ନୌ: ଗଣଦୁଷ୍କର୍ମର ଶିକାର ହୋଇନାହାଁନ୍ତି ହାଥରସ ପୀଡିତା । ପୀଡିତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟରେ ଗଣଦୁଷ୍କର୍ମ ନେଇ କୌଣସି ଉଲ୍ଲେଖ କରାଯାଇନାହିଁ । ଗୁରୁବାର ଜଣେ ଅଧିକାରୀ ଏନେଇ ପ୍ରକାଶ କରିଛନ୍ତି ।

ଏସପି ବିକ୍ରାନ୍ତ ଭିର୍ ପ୍ରକାଶ କରିଛନ୍ତି ଯେ ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ବିଷୟରେ ଉଲ୍ଲେଖ କରାଯାଇ ନାହିଁ ତେଣୁ ପୋଲିସ ବର୍ତ୍ତମାନ ଫୋରେନସିକ୍ ରିପୋର୍ଟକୁ ଅପେକ୍ଷା କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.