ETV Bharat / bharat

ହାଥରସ ଘଟଣା: ପୁଣି ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିବ CBI

author img

By

Published : Oct 18, 2020, 3:02 PM IST

ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଟିମ୍ ପୁଣି ଥରେ ପ୍ରତ୍ୟକ୍ଷଦର୍ଶୀ ବିକ୍ରମଙ୍କୁ ପଚରାଉଚରା କରୁଛି। ଦ୍ବିତୀୟ ଥର ପାଇଁ ପଚରାଉଚରା ପାଇଁ ସିବିଆଇ ଟିମ୍ ବିକ୍ରମକୁ ଡକାଇଛି ।

ହାଥରସ ଘଟଣା
ହାଥରସ ଘଟଣା

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଟିମ୍ ପୁଣି ଥରେ ପ୍ରତ୍ୟକ୍ଷଦର୍ଶୀ ବିକ୍ରମଙ୍କୁ ପଚରାଉଚରା କରୁଛି। ଦ୍ବିତୀୟ ଥର ପାଇଁ ପଚରାଉଚରା ପାଇଁ ସିବିଆଇ ଟିମ୍ ବିକ୍ରମକୁ ଡକେଇଛି । ବର୍ତ୍ତମାନ ସୁଦ୍ଧା ବିକ୍ରମ ଯେଉଁ ବିଷୟରେ ସୂଚନା ଦେଇଛି, ଏଥିରୁ ପୀଡିତାଙ୍କ ପରିବାର ପ୍ରତି ଅଧିକ ସନ୍ଦେହ ଯାଉଛି ।

ବିକ୍ରମ କହିଛି ଯେ ସେପ୍ଟେମ୍ବର 14 ରେ ସେ ନିଜ ଜମିରେ ଚାରା ଲଗାଉଥିବା ବେଳେ ଝିଅର ଚିତ୍କାର ଶୁଣାଯାଇଥିଲା । ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଝିଅଟି ଜମିରେ କ୍ଷତାକ୍ତ ଅବସ୍ଥାରେ ପଡିଥିଲା ଓ ପାଖରେ ମା ଓ ଭାଇ ଛିଡା ହୋଇଥିଲେ । ଏହାପରେ ବିକ୍ରମ ଦୌଡି ଯାଇ ନିଜ ମା ଙ୍କ ପାଖକୁ ଗଲେ । ବିକ୍ରମ ଦାବି କରିଛନ୍ତି ଯେ ସେ ଫେରିବା ପରେ ଝିଅର ଭାଇ ଯାଗା ଛାଡି ପଳାଇଥିଲା ଓ କେବଳ ପୀଡିତାଙ୍କ ମା ଏକାକୀ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.