ETV Bharat / bharat

ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଜାଦାର ବୟାନ, ମୁଁ ରାଜନୈତିକ ନର୍ତ୍ତକ - ଉତ୍ତରାଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ମଜାଦାର ବୟା

ଉତ୍ତରାଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାୱତ ତାଙ୍କ ଫେସବୁକ ପୃଷ୍ଠାରେ ଲେଖିଛନ୍ତି, ମୁଁ ଜଣେ ରାଜନୈତିକ ନର୍ତ୍ତକ । ତେବେ ହରିଶଙ୍କ ଏହି ପୋଷ୍ଟରେ ଅନେକ ଲୋକ ଅନେକ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଛନ୍ତି ।

ଉତ୍ତରାଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ମଜାଦାର ବୟାନ

author img

By

Published : Jul 14, 2020, 10:38 PM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାୱତ ତାଙ୍କ ଫେସବୁକ ପୃଷ୍ଠାରେ ଲେଖିଛନ୍ତି, ମୁଁ ଜଣେ ରାଜନୈତିକ ନର୍ତ୍ତକ । ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ଜିତିଥିବା ନିର୍ବାଚନ ସଂଖ୍ୟାଠାରୁ ମୁଁ ହାରିଥିବା ନିର୍ବାଚନ ସଂଖ୍ୟା ଅଧିକ ।

ହରିଶ ରାୱତ ଲେଖିଛନ୍ତି, ଯଦି ଘୁଙ୍ଗୁରର କିଛି ଅଂଶ ଭାଙ୍ଗିଯାଏ ତେବେ ନୃତ୍ୟଶିଳ୍ପୀ ନୃତ୍ୟ କରିବା ବନ୍ଦ କରିନଥାଏ । ସାମାଜିକ ଓ ରାଜନୈତିକ ସ୍ବର କେଉଁଠି ବି ବାଜିଲେ ସଙ୍ଗୀତର ଉତ୍ପନ୍ନ ହେବ । ହରିଶ ରାୱତଙ୍କ ପାଦ ନାଚିବ । କେବଳ ଏତିକି ଦେଖିବା ବାକି ରହିଲା କି କେଉଁ ମନ୍ଦିର ଯିବାକୁ ହେବ ଓ କେଉଁ ଗୀତରେ ନାଚିବାକୁ ହେବ ।

ଉତ୍ତରାଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ମଜାଦାର ବୟାନ
ଉତ୍ତରାଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ମଜାଦାର ବୟାନ

ତେବେ ହରିଶଙ୍କ ଏହି ପୋଷ୍ଟରେ ଅନେକ ଲୋକ ଅନେକ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଥିଲେ । ଏହା ପରେ ହରିଶ ରାୱତ ଆଉ ଏକ ଫେସବୁକ୍ ପୋଷ୍ଟ କରିଥିଲେ। ସେ ଲେଖିଛନ୍ତି, କୋରୋନା ବିସ୍ତାର ପୁଣି ଥରେ ବୃଦ୍ଧି ପାଉଛି ଓ ପ୍ରାୟ ସମସ୍ତ ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ଏହି ସମୟରେ ସାମାଜିକ ଦୂରତାର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.