ETV Bharat / bharat

ଟ୍ରାକରେ ଦୌଡିଲା ଗୁଜୁରାଟର ପ୍ରଥମ ଘରୋଇ ଟ୍ରେନ ‘ତେଜସ’ - ପ୍ରଥମ ଘରୋଇ ଟ୍ରେନ ‘ତେଜାଜ’

ଗୁଜୁରାଟର ପ୍ରଥମ ଘରୋଇ ଟ୍ରେନ ‘ତେଜସ’ ସେବା ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ 33ଟି ତେଜସ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ।

Gujarat
ସେବା ଆରମ୍ଭ କଲା ଗୁଜୁରାଟର ପ୍ରଥମ ଘରୋଇ ଟ୍ରେନ ‘ତେଜାସ’
author img

By

Published : Jan 17, 2020, 11:58 AM IST

Updated : Jan 17, 2020, 12:29 PM IST

ଗାନ୍ଧୀନଗର: ଗୁଜୁରାଟର ପ୍ରଥମ ଘରୋଇ ଟ୍ରେନ ‘ତେଜସ’ ସେବା ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରେନ ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ଚଳାଚଳ କରୁଛି। କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ଏହାକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।

ସେବା ଆରମ୍ଭ କଲା ଗୁଜୁରାଟର ପ୍ରଥମ ଘରୋଇ ଟ୍ରେନ ‘ତେଜସ’

ତେଜାସ ଶୁକ୍ରବାର ସକାଳ 6ଟା 40 ମିନିଟ ସମୟରେ ଅହମ୍ମଦାବାଦରୁ ବାହାରି ମଧ୍ୟାହ୍ନ 1ଟା 10 ମିନିଟରେ ମୁମ୍ବାଇରେ ପହଞ୍ଚିବ। ସମୟକୁ ଦୃଷ୍ଟିରେ ରଖି 1 ଘଣ୍ଟା ମଧ୍ୟରେ 33ଟି ଟ୍ରେନ ଚଳାଚଳ କରିବ। ଏହି ଟ୍ରେନରେ ଯାତ୍ରୀଙ୍କ ସୁବିଧା ପାଇଁ ଆଧୁନିକ ବ୍ୟବସ୍ଥା କରାଯାଇଛି । ଆସନ୍ତା 19 ତାରିଖରୁ ଏହି ଟ୍ରେନ ନିୟମିତ ଭାବେ ଚଳାଚଳ କରିବ।

Intro:thumbnail image

Body:thumbnail image

Conclusion:thumbnail image
Last Updated : Jan 17, 2020, 12:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.