ETV Bharat / bharat

ମହାରାଷ୍ଟ୍ର ପଛରେ ଗୁଜରାଟ: 24 ଘଣ୍ଟାରେ 376 କେସ

author img

By

Published : May 5, 2020, 12:59 AM IST

ସୋମବାର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ଏଠାରେ ଗତ 24 ଘଣ୍ଟାରେ 376ଟି ନୂଆ କେସ ବାହାରିଛି । ରବିବାର କେସଠାରୁ ଏହା 2ଟି ଅଧିକ ରହିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ର ପଛରେ ଗୁଜରାଟ: 24 ଘଣ୍ଟାରେ 376 କେସ
ମହାରାଷ୍ଟ୍ର ପଛରେ ଗୁଜରାଟ: 24 ଘଣ୍ଟାରେ 376 କେସ

ଗାନ୍ଧିନଗର: ଦେଶରେ କୋଭିଡ-19 ସ୍ଥିତି ଥମିବାର ନାମ ନେଉନି । ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 42 ହଜାର ପାର କରିଥିବାବେଳେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ପଜିଟିଭ ବାହାରିଛି । ସେହିପରି ମହାରାଷ୍ଟ୍ର ପଛକୁ ରହିଛି ଗୁଜରାଟ ।

ସୋମବାର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ଏଠାରେ ଗତ 24 ଘଣ୍ଟାରେ 376ଟି ନୂଆ କେସ ବାହାରିଛି । ରବିବାର ମାମଲା ଠାରୁ ଏହା 2ଟି ଅଧିକ ରହିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5804ରେ ପହଞ୍ଚିଛି । ଏହାସହ ମୃତକଙ୍କ ସଂଖ୍ୟା 319 ରହିଛି । ସେହିପରି 1195 ଲୋକ ସୁସ୍ଥ ହୋଇଛନ୍ତି ।

ଗୁଜରାଟର ଅବସ୍ଥା ଧିରେ ଧିରେ ବିଗିଡିବାରେ ଲାଗିଛି । ସବୁଦିନ ଶତାଧିକ ଆକ୍ରାନ୍ତ ବାହାରୁଛନ୍ତି । ରବିବାର 374 ବାହାରିଥିବାବେଳେ ରାଜ୍ୟରେ ମୃତ୍ୟୁ ହାର ଜାତୀୟ ହାରଠାରୁ ଅଧିକ ରହିଛି । ସେହିପରି ଏବେ ସୁଦ୍ଧା ଲକ୍ଷାଧିକ ସାମ୍ପଲର ପରୀକ୍ଷା କରିସାରିଲେଣି ରାଜ୍ୟ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.