ETV Bharat / bharat

ତୁଷାରପାତରେ ରାସ୍ତା ବନ୍ଦ; ବିବାହ ପାଇଁ 4 କିଲୋମିଟର ଚାଲିଲା ବର - ତୁଷାରପାତରେ ରାସ୍ତା ବନ୍ଦ

ତୁଷାରପାତ ପାଇଁ  ବନ୍ଦ ହେଲା ରାସ୍ତା । ବିବାହ ପାଇଁ ବରକୁ 4 କିଲୋମିଟର ଚାଲିଚାଲି କନ୍ୟା ଘରକୁ ଯିବାରୁ ପଡିଛି ।

groom walking for 4kms for his marriage during snowfall
ତୁଷାରପାତରେ ରାସ୍ତା ବନ୍ଦ; ବିବାହ ପାଇଁ 4 କିଲୋମିଟର ଚାଲିଲା ବର
author img

By

Published : Jan 30, 2020, 10:48 AM IST

Updated : Jan 30, 2020, 11:42 AM IST

ଡେରାଡୁନ: ତୁଷାରପାତ ପାଇଁ ବନ୍ଦ ହେଲା ରାସ୍ତା । ବିବାହ ପାଇଁ ଆସିଥିବା ବର 4 କିଲୋମିଟର ଚାଲିଚାଲି ଗଲା କନ୍ୟା ଘରକୁ। ଏଭଳି ଘଟଣା ଘଟିଛି ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ।

ତୁଷାରପାତରେ ରାସ୍ତା ବନ୍ଦ; ବିବାହ ପାଇଁ 4 କିଲୋମିଟର ଚାଲିଲା ବର

ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ ଯୋଗୁଁ ବରଫ ଚଦରରେ ଢାଙ୍କି ହୋଇ ରହିଛି ଜିଲ୍ଳାର ବହୁ ଅଞ୍ଚଳ। ଏନେଇ ଚମୋଲି ଜିଲ୍ଲାର ବିଜରା ଗ୍ରାମର ବିବାହ ପାଇଁ ଯାଉଥିବା ଏକ ବରଯାତ୍ରୀ ଦଳକୁ ହଟହଟା ହେବାକୁ ପଡିଛି। ତୁଷାରପାତ ଯୋଗୁଁ ରାସ୍ତାଘାଟ ବନ୍ଦ ଥିବା ଯୋଗୁଁ 4 କିଲୋମିଟର ଚାଲିଚାଲି ବରଯାତ୍ରୀ ନେଇ ବର ପହଞ୍ଚିଥିଲେ ଲୁନଟ୍ରା ଗ୍ରାମର କନ୍ୟା ଦୀପାଙ୍କ ଘରେ। ତୁଷାରପାତରୁ ବର୍ତ୍ତିବା ପାଇଁ ବରପକ୍ଷ ଲୋକ ଛତା ଧରି ଏକ କଚ୍ଚା ରାସ୍ତାରେ କନ୍ୟା ଘରେ ପହଞ୍ଚିଥିଲେ। ସାଧାରଣତଃ ବସନ୍ତପଞ୍ଚମୀ ସମୟରେ ଏଠାରେ ବିବାହ ଭଳି ବିଭିନ୍ନ ପୁଣ୍ୟକାର୍ଯ୍ୟ ସମ୍ପାଦିତ ହୋଇଥାଏ ।

Intro:चमोली मे मौसम विभाग के पूर्वानुमान के अनुसार चमोली जिले में लगातार बारिश और बर्फबारी के बाद जंहा साँय 4 बजे बाद हल्का मौसम साफ हुआ है।वंही एक और देर रात से लगातार चमोली के ऊंचाई वाले इलाकों में हो रही बर्फबारी के चलते ग्रामीण क्षेत्रों में जनजीवन अस्त-व्यस्त हो गया है।

Body:बसंत पंचमी के दिन पहाडो में शादियों का शुभमुहर्त होता है,लेकिन बर्फवारी और कड़ाके की ठंड के चलते सांस्कृतिक और धार्मिक कार्यों के साथ लोगों के अजीब का और दिनचर्या के कार्यों पर भी खासा प्रभाव पड़ रहा है। लेकिन पहाडी इलाको में रहने वाले लोगो इन सब परेशानियों से पार पाना भली-भांति आता है। घाट ब्लॉक के लुन्तरा गांव में भारी बर्फवारी के बीच शादी समारोह का आयोजन किया गया। शादी में पहुंचे बाराती बड़े उत्साह के साथ दूल्हे चंदन के साथ बर्फवारी के बीच लुन्तरा गांव से पैदल 4 किलोमीटर दूर दुल्हन दीपा को लेने बिजार गांव पहुंचे। Conclusion:
Last Updated : Jan 30, 2020, 11:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.