ETV Bharat / bharat

ବିଦ୍ୟୁତ ଚାଳିତ ଯାନବାହାନ କିଣିଲେ ଦେବାକୁ ପଡିବନି ପଞ୍ଜିକରଣ ଶୁଳ୍କ - charges

ବିଦ୍ୟୁତ ଚାଳିତ ଯାନବାହନ କିଣିବାକୁ ଥିବା ଲୋକଙ୍କ ପାଇଁ ସରକାରଙ୍କ ବଡ ଘୋଷଣା। ଆଗକୁ ବିଦ୍ୟୁତ ଚାଳିତ ଗାଡି କିଣୁଥିବା ଲୋକ ପଞ୍ଜିକରଣ ବାବଦକୁ ଦିଆଯାଉଥିବା ଶୁଳ୍କ ଦେବେନାହିଁ।

ପ୍ରତିକାତ୍ମକ ଫଟୋ
author img

By

Published : Jun 20, 2019, 10:39 AM IST

ନୂଆଦିଲ୍ଲୀ: ବିଦ୍ୟୁତ ଚାଳିତ ବାହାନ କିଣିବାକୁ ସଉକ ରଖୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏଣିକି ବିଦ୍ୟୁତ୍ ଚାଳିତ ବାହାନ କିଣିଲେ ଗ୍ରାହକଙ୍କୁ ପଞ୍ଜିକରଣ ପାଇଁ ଦେବାକୁ ପଡିବ ନାହିଁ ଶୁଳ୍କ। କେନ୍ଦ୍ର ସରକାର ବିଦ୍ୟୁତ୍‌ ଚାଳିତ ବାହାନ ପାଇଁ ପଞ୍ଜୀକରଣ ଶୁକ୍ଳ ଛାଡ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଦୁଇ ଚକିଆ ଯାନ ସମେତ ସମସ୍ତ ଯାନକୁ ଶୁଳ୍କ ଛାଡ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବିଦ୍ୟୁତ ଚାଳିତ ଯାନ ପ୍ରତି ଲୋକଙ୍କ ଆଗ୍ରହ ବଢାଇବାକୁ ତଥା 2030 ସୁଦ୍ଧା ଅଧିକରୁ ଅଧିକ ବିଦ୍ୟୁତ୍ ଚାଳିତ ଯାନ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏଥିପାଇଁ ମନ୍ତ୍ରାଳୟ ପକ୍ଷରୁ ଅଧିସୂଚନା ଜାରି ହୋଇଛି। ତେବେ ଆସନ୍ତା ମାସେ ମଧ୍ୟରେ ଲୋକଙ୍କ ଠାରୁ ପରାମର୍ଶ ମଗାଯିବ । ଲୋକଙ୍କ ପରାମର୍ଶ ଅନୁସାରେ ଯାନବାହାନ ଅଧିନିୟମ, 1988ର ବିଭିନ୍ନ ସେକ୍ସନ ସଂଶୋଧନ କରାଯିବ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.