ETV Bharat / bharat

କେରଳ ବିମାନବନ୍ଦରରୁ 26ଲକ୍ଷ ଟଙ୍କାର ବେଆଇନ ସୁନା ଜବତ - Gold worth Rs 26 lakh seize

କେରଳର କୋଝିକୋଡ ଅନ୍ତର୍ଜାତୀୟ ବିମାନବନ୍ଦର ଗୁଇନ୍ଦା ବିଭାଗକୁ ସଫଳତା । ମଙ୍ଗଳବାର କେରଳ ବିମାନବନ୍ଦରରୁ 26ଲକ୍ଷ ଟଙ୍କାର ବେଆଇନ ସୁନା ଜବତ । ଅଧିକ ପଢନ୍ତୁ...

କେରଳ ବିମାନବନ୍ଦରରୁ ସୁନା ଜବତ
କେରଳ ବିମାନବନ୍ଦରରୁ ସୁନା ଜବତ
author img

By

Published : Dec 22, 2020, 3:12 PM IST

ଥିରୁଅନନ୍ତପୁରମ: ଗୁଇନ୍ଦା ବିଭାଗକୁ ସଫଳତା । କେରଳର କୋଝିକୋଡ ଅନ୍ତର୍ଜାତୀୟ ବିମାନବନ୍ଦରରୁ 599ଗ୍ରାମର ସୁନା ଜବତ । ଏହାର ମୂଲ୍ୟ 26ଲକ୍ଷ ଟଙ୍କା ହେବ ବୋଲି ଅନୁମାନ ହୋଇଛି ।

ସୂଚନାଅନୁସାରେ, ଦୁବାଇରୁ ଗୋଟିଏ ପରିବାର ବିମାନରେ ଯାତ୍ରା କରୁଥିବାବେଳେ ତାଙ୍କ ପାଖରୁ ଯାଞ୍ଚ ସମୟରେ ବେଆଇନ ଭାବେ ଚାଲାଣ ହେଉଥିବା 599ଗ୍ରାମର ସୁନା ଜବତ କରିଛି କଷ୍ଟମ ବିଭାଗ । ସେମାନେ ଜେଟ୍ ଏସଜି 141 ବିମାନରେ ଯାତ୍ରା କରୁଥିବା ସୂଚନା ମିଳିଛି । ଜବତ ସୁନାର ମୂଲ୍ୟ ପ୍ରାୟ 26ଲକ୍ଷ ଟଙ୍କା ହେବ ବୋଲି କଷ୍ଟମ ବିଭାଗ ପକ୍ଷରୁ ସୂଚନା ମିଳିଛି । ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରହିଛି ।

ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି ବେଆଇନ ସୁନା ଚାଲାଣ ଏକ ଅପରାଧ । ଏହା ଜାଣିବା ପରେ ବି ବିମାନବନ୍ଦରରେ ସୁନା ଚାଲାଣ ବଢିବାରେ ଲାଗିଛି । ବିମାନବନ୍ଦରରେ ଅନେକ କଟକଣା ପରେ ବି ଯାତ୍ରୀମାନେ ବେଆଇନ ସୁନା ଚାଲାଣ କରିବ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.