ETV Bharat / bharat

ଚେନ୍ନାଇ ବିମାନବନ୍ଦରରୁ 23.6 ଲକ୍ଷ ଟଙ୍କାର ସୁନା ଜବତ - Gold seized by Chennai Air Customs

କଷ୍ଟମ ବିଭାଗକୁ ସଫଳତା । ଚେନ୍ନାଇ ବିମାନବନ୍ଦରରୁ 23.6 ଲକ୍ଷ ମୂଲ୍ୟର ସୁନା ଜବତ । ଅଧିକ ପଢନ୍ତୁ...

Gold worth Rs 23.6 lakh seized by Chennai Air Customs
ଚେନ୍ନାଇ ବିମାନବନ୍ଦରରୁ 23.6 ଲକ୍ଷ ଟଙ୍କାର ସୁନା ଜବତ
author img

By

Published : Dec 13, 2020, 6:17 PM IST

ଚେନ୍ନାଇ : କଷ୍ଟମ ବିଭାଗକୁ ସଫଳତା । ଚେନ୍ନାଇ ବିମାନବନ୍ଦରରୁ 23.6 ଲକ୍ଷ ମୂଲ୍ୟର ସୁନା ଜବତ । ରବିବାର ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରରୁ ଜଣେ ଯାତ୍ରୀଙ୍କ ଠାରୁ 463 ଗ୍ରାମ ସୁନା ଜବତ ହୋଇଛି । ଯାତ୍ରୀ ଜଣକ ଇଣ୍ତିଗୋ ବିମାନରେ ଦୁବାଇରୁ ଆସିଥିବା ଜଣାପଡିଛି। କଷ୍ଟମ୍ସ କମିଶନରଙ୍କ ସୂଚନା ଅନୁସାରେ, ଯାତ୍ରୀ ଜଣକ 406 ଗ୍ରାମ ସୁନାକୁ ତରଳାଇ ଟେପରେ ବିମାନ ସିଟରେ ଲଗାଇ ଦେଇଥିଲେ । ବିମାନରୁ ଓହ୍ଲାଇବା ସମୟରେ ତାଙ୍କୁ ଧରିଥିଲା କଷ୍ଟମ ବିଭାଗ।

ସେହି ବିମାନରୁ ମଧ୍ୟ ଅନ୍ୟ ଜଣେ ଯାତ୍ରୀ କଲିଲ ରେହେମାନଙ୍କ ଠାରୁ ସୁନା ଜବତ ହୋଇଛି । ବିମାନବନ୍ଦରରୁ ବାହାରିବା ସମୟରେ ତାଙ୍କ ଠାରୁ 176 ଗ୍ରାମ ଓଜନର ଗୋଟିଏ ସୁନା ପେଷ୍ଟ ବଣ୍ଡଲ ଜବତ କରାଯାଇଥିଲା । ଯାହାର ମୂଲ୍ୟର 7.84 ଲକ୍ଷ ବୋଲି ସୂଚନା ମିଳିଛି ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.