ETV Bharat / bharat

କ୍ୟାପସୁଲରେ ହେଉଥିଲା 38.86 ଲକ୍ଷ ମୂଲ୍ୟର ସୁନା ଚାଲାଣ - ଦୁବାଇ ଯାତ୍ରୀଙ୍କଠାରୁ 800ଗ୍ରାମର ସୁନା ଜବତ

କେରଳର କୋଝିକୋଡ ବିମାନ ବନ୍ଦରରୁ 800 ଗ୍ରାମରୁ ଅଧିକ ସୁନା ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ 38 କୋଟି 86 ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Gold worth over Rs 38 lakh seized at Karipur airport
କେରଳର କୋଜିକୋଡ ବିମାନ ବନ୍ଦରରୁ 38.86ଲକ୍ଷ ଟଙ୍କାର ସୁନା ଜବତ
author img

By

Published : Oct 11, 2020, 7:32 PM IST

ଥିରୁଅନନ୍ତପୁରମ: କେରଳର କୋଝିକୋଡ ବିମାନ ବନ୍ଦରରୁ ଦୁବାଇରୁ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ 800 ଗ୍ରାମର ସୁନା ଜବତ ହୋଇଛି । ଯାହାର ମୂଲ୍ୟ 38.86 ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସୂଚନାଅନୁସାରେ ଶନିବାର ଦୁବାଇରୁ କେରଳ ଆସୁଥିବା ଜଣେ ବିମାନଯାତ୍ରୀଙ୍କ ଠାରୁ 800 ଗ୍ରାମରୁ ଅଧିକ ସୁନା ଜବତ ହୋଇଛି । ଜବତ ସୁନାର ମୁଲ୍ୟ ପ୍ରାୟ 38 କୋଟି 86 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।

କୋଝିକୋଡର ଓମାସେରିର ଇବ୍ରାହିମ ଶେରିଫ ସୁନାକୁ କ୍ୟାପସୁଲରେ ରଖି ଚୋରା ଭାବରେ ଚାଲାଣ କରୁଥିବା ଡେପୁଟି କମିଶନର ଟି.ଏ କିରଣ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.