ETV Bharat / bharat

ନକ୍ସଲଙ୍କ ଟାର୍ଗେଟରେ ଗୀତାଞ୍ଜଳୀ ଏକ୍ସପ୍ରେସ - ଆର୍ଲଟରେ ଚକ୍ରଧରପୁର ରେଳ ମଣ୍ଡଳ

ନକ୍ସଲଙ୍କ ଟାର୍ଗେଟରେ ଝାଡଖଣ୍ଡରୁ ରାୟପୁରକୁ ଯାଉଥିବା ଗୀତାଞ୍ଜଳୀ ଏକ୍ସପ୍ରେସ । ଅକ୍ଟୋବର 11 ପର୍ଯ୍ୟନ୍ତ ଏକ୍ସପ୍ରେସକୁ କ୍ଷତି ପହଞ୍ଚାଇବା ନେଇ ଟାର୍ଗେଟ କରିଛନ୍ତି ନକ୍ସଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 10, 2019, 6:30 PM IST

ରାୟପୁର: ନକ୍ସଲଙ୍କ ଟାର୍ଗେଟରେ ଝାଡଖଣ୍ଡରୁ ରାୟପୁରକୁ ଯାଉଥିବା ଗୀତାଞ୍ଜଳୀ ଏକ୍ସପ୍ରେସ । ଏହି ସୂଚନା ଦେଇଛି ଗୁଇନ୍ଦା ବିଭାଗ । ସୂଚନା ମିଳିବା ପରେ ଆରପିଏଫ, ଜିଆରପିଏଫ, ଜିଆରପି ପକ୍ଷରୁ ରେଳ ଲାଇନରେ କଡା ସୁରକ୍ଷା ଦିଆଯାଉଛି । ଯଦି ରାୟପୁର ରେଳ ମଣ୍ଡଳ ବିଷୟରେ ଦେଖାଯାଏତ ସମ୍ବେଦନଶୀଳ ସ୍ଥାନରେ ରେଳ ବିଭାଗ ପକ୍ଷରୁ ରେଳ ଲାଇନ ଓ ରାତିରେ ଚଲୁଥିବା ଟ୍ରେନ ଗୁଡିକରେ ଆରପିଏଫ ସୁରକ୍ଷା ବ୍ୟବସ୍ଥାରେ ବୃଦ୍ଧି କରାଯାଇଛି । ଯାହାଦ୍ବାରା ନକ୍ସଲଙ୍କ ଯୋଜନାକୁ ପଣ୍ଡ କରିହେବ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମାମଲାରେ ରାୟପୁର ରେଳ ବିଭାଗର ସିନିୟର ଡିସିଏମ ତନ୍ମୟ ମୁଖ୍ୟୋପାଧ୍ୟାୟଙ୍କ କହିବାନୂଯାୟୀ, ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଗୀତାଞ୍ଜଳୀ ଏକ୍ସପ୍ରେସକୁ ନକ୍ସଲଙ୍କ ଟାର୍ଗେଟ ଘଟଣା ସାମ୍ନାକୁ ଆସିବାପରେ ମହାଲୀମୁରମ ରାଜଖରସାବାଂ ସେକ୍ସନରୁ ଟ୍ରେନ ଧିମା ଗତିରେ ଚାଲୁଛି । ଗୀତାଞ୍ଜଳୀ ଟ୍ରେନ ଆଗରେ ମାଲବାହୀ ଟ୍ରେନକୁ ଚାଲୁଛି । ଏନେଇ ଲୋକଙ୍କୁ ଓ ଲୋକପାଇଲଟକୁ ଆର୍ଲଟରେ ରଖାଯାଇଛି ।

ଗୁଇନ୍ଦା ସୂତ୍ର ଅନୂଯାୟୀ, ନକ୍ସଲମାନେ ଅକ୍ଟୋବର 11 ପର୍ଯ୍ୟନ୍ତ ଏକ୍ସପ୍ରେସକୁ କ୍ଷତି ପହଞ୍ଚାଇବା ନେଇ ଟାର୍ଗେଟ କରିଛନ୍ତି । ଏହାକୁ ନେଇ ଚକ୍ରଧରପୁର ରେଳ ମଣ୍ଡଳକୁ ଆର୍ଲଟ କରାଯାଇଛି । ଗୀତାଞ୍ଜଳୀ ଏକ୍ସପ୍ରେସ ମୁମ୍ବାଇର ସିଏସଏମଟିରୁ ହାଓ୍ବଡା ପର୍ଯ୍ୟନ୍ତ ଯାଇଥାଏ । ଆଉ ଝାଡଖଣ୍ଡରୁ ଚକ୍ରଧରପୁର ଓ ଟାଟାନଗରରେ ଅଟକିଥାଏ ।

Intro:Body:

f

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.