ETV Bharat / bharat

ଏୟାରପୋର୍ଟରେ ଗୁଲାମନବୀ ଅଟକ

author img

By

Published : Aug 8, 2019, 2:43 PM IST

ଶ୍ରୀନଗର ଏୟାରପୋର୍ଟରେ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ୍‌ଙ୍କୁ ଅଟକ । ତାଙ୍କ ସହ ଜମ୍ମୁ ଓ କାଶ୍ମୀରର କଂଗ୍ରେସ ମୁଖ୍ୟ ଗୁଲାମ ଅହମ୍ମଦ ମିର୍‌ଙ୍କୁ ମଧ୍ୟ ଅଟକ ରଖାଯାଇଥିବା ଖବର ମିଳିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଶ୍ରୀନଗର ଏୟାରପୋର୍ଟରେ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ୍‌ଙ୍କୁ ଅଟକ । ତାଙ୍କ ସହ ଜମ୍ମୁ ଓ କାଶ୍ମୀରର କଂଗ୍ରେସ ମୁଖ୍ୟ ଗୁଲାମ ଅହମ୍ମଦ ମିର୍‌ଙ୍କୁ ମଧ୍ୟ ଅଟକ ରଖାଯାଇଥିବାର ଖବର ମିଳିଛି। ଅଟକର କାରଣ ଅସ୍ପଷ୍ଟ ରହିଛି ।

ତେବେ 370ର ଉପଧାରା ହଟିବା ପରେ ଜମ୍ମୁ ଓ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହା ସହ ସେଠାକାର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲାଙ୍କ ସମେତ ଅନେକ ବିଛିନ୍ନତାବାଦୀ ନେତାଙ୍କୁ ଗୃହବନ୍ଦୀ କରାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.