ETV Bharat / bharat

ଉନାଁଓ ହିନ୍ଦୁସ୍ତାନ ପେଟ୍ରୋଲିୟମରେ ବିସ୍ଫୋରଣ, ହାଇ ଆଲର୍ଟ ଜାରି

ଉତ୍ତର ପ୍ରଦେଶର ଉନାଁଓର ଦହିଚୌକି ସ୍ଥିତ ହିନ୍ଦୁସ୍ତାନ ପେଟ୍ରୋଲିୟମର ପ୍ଲଟରେ ଗ୍ୟାସ ଟାଙ୍କି ଫାଟିଯିବାରୁ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Sep 12, 2019, 1:04 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଉନାଁଓ ଜିଲ୍ଲାର ଦହିଚୌକି ଠାରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମର ପ୍ଲଟରେ ଗ୍ୟାସ ଟାଙ୍କି ଫାଟିବାରୁ ଭଯଙ୍କର ଅଗ୍ନିକାଣ୍ଡ ହୋଇଛି । ଏ ଖବର ପାଇବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖଛି। ଅନ୍ୟପଟେ ଅଗ୍ନିକାଣ୍ଡକୁ ଦୃଷ୍ଟିରେ ଆଖପାଖର 4-5 କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ମଧ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି।

ଗୁରୁବାର ସକାଳେ ପ୍ଲଟରେ ଥିବା ଗ୍ୟାସ ଟାଙ୍କିର ଭଲ୍‌ବରୁ ଲିକେଜ ହେଉଥିବା ଜଣାପଡିଥିଲା । ଏନେଇ କିଛି ପଦକ୍ଷେପ ନେବା ପୂର୍ବରୁ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ତେବେ ଘଟଣା ପରେ ବର୍ତ୍ତମାନ ଆଖପାଖ ଅଞ୍ଚଳରେ ଯାତାୟତକୁ ବନ୍ଦ କରାଯାଇଛି । ଫଳରେ ଏହି ଅଗ୍ନିକାଣ୍ଡରେ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କିଛି ଜଣାପଡିନାହିଁ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଅନ୍ୟପଟେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଲିକେଜ ବନ୍ଦ କରିବାକୁ ଚେଷ୍ଟା ଜାରି ରଖିଛି। ଏଥିସହ ନିକଟସ୍ଥ ଗାଁରୁ ଲୋକଙ୍କୁ ମଧ୍ୟ ଯୁଦ୍ଧାକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:बिग ब्रेकिंग न्यूज़

उन्नाव: उन्नाव में बने हिंदुस्तान पेट्रोलियम प्लांट में टैंक फटा।
धमाके के बाद प्लांट में मची भगदड़।
टैंक का वाल्व लीक होने के बाद हुआ धमाका।
मौके पर फायर बिग्रेड की कई गाड़ियाँ पहुँची।
प्लांट के आस पास में आवागमन किया गया बन्द।
प्लांट के आस पास 4-5 किमी के क्षेत्र को किया गया अलर्ट।
आवागमन बन्द होने से घायलो की जानकारी का नही चल रहा पता।
प्लांट में चल रहा युद्ध स्तर पर लीकेज रोकने का काम।
आस पास के कई गांव खाली करवाये जा रहे है।
कोतवाली उन्नाव के दही चौकी का मामला।Body:बिग ब्रेकिंग न्यूज़

उन्नाव: उन्नाव में बने हिंदुस्तान पेट्रोलियम प्लांट में टैंक फटा।
धमाके के बाद प्लांट में मची भगदड़।
टैंक का वाल्व लीक होने के बाद हुआ धमाका।
मौके पर फायर बिग्रेड की कई गाड़ियाँ पहुँची।
प्लांट के आस पास में आवागमन किया गया बन्द।
प्लांट के आस पास 4-5 किमी के क्षेत्र को किया गया अलर्ट।
आवागमन बन्द होने से घायलो की जानकारी का नही चल रहा पता।
प्लांट में चल रहा युद्ध स्तर पर लीकेज रोकने का काम।
आस पास के कई गांव खाली करवाये जा रहे है।
कोतवाली उन्नाव के दही चौकी का मामला।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.