ETV Bharat / bharat

ଜୁଆ ଆଡ୍ଡାରେ ଚଢାଉ, 3 ଗିରଫ

ଜୁଆ ଆଡ୍ଡାର ଚଢାଇ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 50000 ଟଙ୍କା ଜବତ କରିଛି ଗୋଆ ପୋଲିସ ।

author img

By

Published : May 19, 2019, 10:40 AM IST

ଫାଇଲ ଫଟୋ

ଗୋଆ: ଜୁଆ ରାକେଟରେ ସମ୍ପୃକ୍ତ ଥିବା 3 ଅଭିଯୁକ୍ତ ଗିରଫ କରିଛି ଗୋଆ ପୋଲିସ । ଗତ ଶନିବାର ପୋଲିସ ଜୁଆ ଆଡ୍ଡାରେ ଛାପା ମାରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 50000 ଟଙ୍କା ଜବତ କରିଛି ।

ସୂଚନା ଅନୁଯାୟୀ, ଶନିବାର ଖବର ପାଇ ଗୋଆ ପୋଲିସ ଅମୋନା କ୍ୟୁପେନ୍ ଏବଂ ସାଲକେତା ଅଞ୍ଚଳରେ ଛାପା ମାରିଥିଲା । ଯାହା ଫଳରେ ସେଠାରୁ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ 50 ହଜାର ଟଙ୍କା ଜବତ କରିଥିଲା । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ରାଜେନ୍ଦ୍ର, ମୁନେଶ ଏବଂ ବାଦଶାହା ସାୟଦ ବୋଲି ଜଣାପଡିଛି । ତେବେ ଏହି ଘଟଣାର ଅଧିକ ତଦନ୍ତ ଜାରିଥିବା ନେଇ କହିଛନ୍ତି ଏସପି ପଙ୍କଜ ସିଂ ।

Intro:Body:

sdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.