ETV Bharat / bharat

ଟ୍ବିଟରେ ଟ୍ରେଣ୍ଡ କରୁଛି ‘ଗୋ ବ୍ୟାକ ଟ୍ରମ୍ପ’ ଓ ‘ଟ୍ରମ୍ପ ଇଣ୍ଡିଆ’

author img

By

Published : Feb 24, 2020, 4:08 PM IST

ଅହମ୍ମଦାବାଦରେ ଟ୍ରମ୍ପ ଦମ୍ପତି । ବିଭିନ୍ନ କାର୍ଯ୍ୟକ୍ରମରେ ଦେଉଛନ୍ତି ଯୋଗ । ସେପଟେ ଟ୍ରମ୍ପଙ୍କ ଗସ୍ତକୁ ନେଇ ଟ୍ବିଟରେ ଟ୍ରେଣ୍ଡ କରୁଛି ଟ୍ରମ୍ପ ଇଣ୍ଡିଆ ।

#NamasteyTrump
ଟ୍ବିଟରେ ଟ୍ରେଣ୍ଡ କରୁଛି ଗୋ ବ୍ୟାକ ଟ୍ରମ୍ପ ଓ ଟ୍ରମ୍ପ ଇଣ୍ଡିଆ

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଟ୍ରମ୍ପ ଓହ୍ଲାଇବା ପରେ ଟ୍ବିଟରରେ ଟ୍ରେଣ୍ଡ କରୁଛି #trumpinindia ଓ #namastey trump । #trumpinindia 52k ଟ୍ବିଟ ସହ ଟ୍ବିଟରରେ ଟ୍ରେଣ୍ଡର ଟପ ଲିଷ୍ଟ ରହିଛି । ସେହିପରି #namastey trump 38k ସହ ଦ୍ବିତୀୟ ସ୍ତରରେ ରହିଛି । ଏହା ପଛକୁ #TrumpIndiavisit, #Indiawelcomestrump ଭଳି ହ୍ୟାଜଗ୍ୟାଗ ଟପ 5 ଲିଷ୍ଟରେ ରହିଛି ।

ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ସାବରମତି ଆଶ୍ରମ ମଧ୍ୟ ବୁଲି ଦେଖିଛନ୍ତି । ଯାହାକୁ ନେଇ ମଧ୍ୟ ,ଟ୍ବିଟରେ #sabarmatiAshram ଓ #MahatmaGandhi ମଧ୍ୟ ଟ୍ରେଣ୍ଡର 6 ଓ 7 ନଂରେ ରହିଛି । ଆଉ ଏସବୁ ମଧ୍ୟରେ ୱେଲକମ ପୋଟସ ଓ #gobacktrump ମଧ୍ୟ ରହିଛି ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କ ସ୍ବାଗତ ଜଣାଇବାକୁ ପହଞ୍ଚିଥିଲେ । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ସ୍ବାଗତ ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହି ଦ୍ବାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.