ETV Bharat / bharat

ରାମ ମନ୍ଦିର ବିଷୟରେ ଲେଖି ଗିରଫ ହେଲେ ସାମ୍ବାଦିକ - ରାମ ମନ୍ଦିର ବିଷୟରେ ଲେଖି ଗିରଫ ହେଲେ ସାମ୍ବାଦିକ

ରାମ ମନ୍ଦିର ବିଷୟରେ ଲେଖି ଗିରଫ ହେଲେ ଫ୍ରିଲାନ୍ସର । ଉତ୍ତରପ୍ରଦେଶ ପୋଲିସ ଏହି ସାମ୍ବାଦିକଙ୍କୁ ଗିରଫ କରିଛି ।

Freelance journalist Prashant Kanojia
ରାମ ମନ୍ଦିର ବିଷୟରେ ଲେଖି ଗିରଫ ହେଲେ ସାମ୍ବାଦିକ
author img

By

Published : Aug 18, 2020, 11:05 PM IST

ଲକ୍ଷ୍ନୌ: ରାମ ମନ୍ଦିର ବିଷୟରେ ଲେଖି ଗିରଫ ହେଲେ ଫ୍ରିଲାନ୍ସର । ଉତ୍ତରପ୍ରଦେଶ ପୋଲିସ ଏହି ସାମ୍ବାଦିକଙ୍କୁ ଗିରଫ କରିଛି । ଘରୋଇ ନ୍ୟୁଜ୍ ପୋର୍ଟାଲ ପାଇଁ କାମ କରୁଥିବା ଫ୍ରିଲାନ୍ସର ସାମ୍ବାଦିକ କାନୋଜିଆ ଗତବର୍ଷ ମଧ୍ୟ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ସେୟାର କରିବା ପରେ ଗିରଫ ହୋଇଥିଲେ ।

Freelance journalist Prashant Kanojia
ରାମ ମନ୍ଦିର ବିଷୟରେ ଲେଖି ଗିରଫ ହେଲେ ସାମ୍ବାଦିକ

ଭିଡିଓରେ ଜଣେ ମହିଳା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଏପ୍ରିଲରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଅନ୍ୟପକ୍ଷେ ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ସାମ୍ବାଦିକା । ସେ କହିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ ଗିରଫ କରିବା ପାଇଁ ପୋଲିସ ବିନା ୟୁନିଫର୍ମରେ ଆସିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.