ETV Bharat / bharat

କେଜ୍ରିୱାଲଙ୍କ ବଡ ଘୋଷଣା: 200 ୟୁନିଟ୍ ବିଜୁଳି ଖର୍ଚ୍ଚ କରୁଥିବା ଉପଭୋକ୍ତାଙ୍କୁ ଆସିବ ଜିରୋ ବିଲ୍ - 200 ୟୁନିଟ୍ ବିଜୁଳି ଖର୍ଚ୍ଚ କରୁଥିବା ଉପଭୋକ୍ତାଙ୍କୁ ଆସିବ ଜିରୋ ବିଲ୍

ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀବାସୀଙ୍କ ବିଜୁଳି ଖର୍ଚ୍ଚକୁ ଆଶ୍ବସ୍ତି କରିଛନ୍ତି ଆପ୍ ସରକାର । ଏଣିକି 200 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ କରୁଥିବା ଉପଭୋକ୍ତାଙ୍କୁ ବିଲ୍ ଦେବାକୁ ପଡିବ ନାହିଁ ।

ଫାଇଲ ଫଟୋ
author img

By

Published : Aug 1, 2019, 2:24 PM IST

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀବାସୀଙ୍କୁ ବଡ ଉପହାର ଭେଟିଛନ୍ତି ଆପ୍‌ ସରକାର । ଏଣିକି 200 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ କରୁଥିବା ଉପଭୋକ୍ତାଙ୍କୁ ବିଲ୍ ଦେବାକୁ ପଡିବ ନାହିଁ । ଯଦି ଉପଭୋକ୍ତା 200 ୟୁନିଟ୍‌ରୁ ଅଧିକ ଖର୍ଚ୍ଚ କରିବେ, ତାହେଲେ ତାହାଲେ ପୂର୍ବଭଳି ସେମାନଙ୍କୁ ସମ୍ପୂର୍ଣ୍ଣ ବିଲ୍ ଦେବାକୁ ପଡିବ । ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେ କହିଛନ୍ତି ଯେ, ଦିଲ୍ଲୀରେ ଯେଉଁମାନେ 200 ୟୁନିଟ୍ ବିଜୁଳି ବ୍ୟବହାର କରୁଛନ୍ତି । ସେମାନଙ୍କୁ ବିଲ୍‌ ଦେବାର ଆବଶ୍ୟକ ନାହିଁ । ସେମାନଙ୍କ ବିଜୁଳିର ଶୂନ ବିଲ୍‌ ଆସିବ । 201 ରୁ 401 ୟୁନିଟ୍‌ ବିଜୁଳି ଖର୍ଚ୍ଚ କରୁଥିବା ଉପଭୋକ୍ତାଙ୍କୁ ସରକାରଙ୍କ ଠାରୁ 50 ପ୍ରତିଶଥ ବିଜୁଳି ସବ୍‌ସିଡି ମିଳିବ ।

ତେବେ କେଜ୍ରିୱାଲଙ୍କ ଏହି ଘୋଷଣା ପରେ ସବ୍‌ସିଡିରୁ ପାଖାପାଖି 1800 କୋଟି ଟଙ୍କାର ଖର୍ଚ୍ଚ ବଢିଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.