ETV Bharat / bharat

କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଠକେଇ

author img

By

Published : Jun 26, 2020, 12:16 PM IST

ଜଣେ ବ୍ୟକ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହଙ୍କ ନାମ ବ୍ୟବହାର କରି ଲୋକଙ୍କଠାରୁ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଏନେଇ ମନ୍ତ୍ରୀ ଜାଣିବା ପରେ ଘଟଣାର ତଦନ୍ତ ଦାବି କରିଛନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ରମନ୍ତ୍ରୀ
କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ନାଁରେ ଠକେଇ । ଜଣେ ବ୍ୟକ୍ତି ଗଜେନ୍ଦ୍ର ସିଂହଙ୍କ ନାମ ବ୍ୟବହାର କରି ଲୋକଙ୍କଠାରୁ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଏନେଇ ମନ୍ତ୍ରୀ ଜାଣିବା ପରେ ଘଟଣାର ତଦନ୍ତ ଦାବି କରିଛନ୍ତି ।

ସୂଚନା ମୁତାବକ, ପ୍ରାୟ ଦୁଇମାସ ପୂର୍ବେ ବିନୋଦ ବାଫନା ନାମକ ଜଣେ ବ୍ୟବସାୟୀଙ୍କ ନିକଟକୁ ଏକ କଲ ଆସିଥିଲା । ନିଜକୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ବୋଲି ପରିଚୟ ଦେଇ ଠକ ଜଣକ କୋରୋନା ଭାଇରସ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ଟଙ୍କା ମାଗିଥିଲା । ପରେ ସେ ଆଉ ଦୁଇଟି କଲ କରିଥିଲେ କିନ୍ତୁ ବାଫନା କଲ୍ ରେକର୍ଡ କରି ବାର୍ତ୍ତାଳାପର ରେକର୍ଡିଂ ମନ୍ତ୍ରୀଙ୍କ ନିକଟକୁ ପଠାଇଥିଲେ।

ଏହା ପରେ ମନ୍ତ୍ରୀ ଏହି ଘଟଣାର ତଦନ୍ତ ପାଇଁ କହିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.