ETV Bharat / bharat

ବିଶାକ୍ତ ଗ୍ୟାସରେ ଶ୍ବାସରୁଦ୍ଧ ହୋଇ 4 ମୃତ

author img

By

Published : Jul 2, 2020, 1:41 PM IST

ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । କୂଅ ଭିତରକୁ ପାଣି ଆଣିଯାଇଥିବା ଜଣେ ଯୁବକ ବିଶାକ୍ତ ଗ୍ୟାସ ବଳୟରେ ଆସି ପ୍ରାଣ ହରାଇଛନ୍ତି ।

ବିଶାକ୍ତ ଗ୍ୟାସରେ ଶ୍ବାସରୁଦ୍ଧ
ବିଶାକ୍ତ ଗ୍ୟାସରେ ଶ୍ବାସରୁଦ୍ଧ

ମୁମ୍ବାଇ: ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । କୂଅ ଭିତରକୁ ପାଣି ଆଣିଯାଇଥିବା ଜଣେ ଯୁବକ ବିଶାକ୍ତ ଗ୍ୟାସ ବଳୟରେ ଆସି ପ୍ରାଣ ହରାଇଛନ୍ତି ।

ତାଙ୍କୁ ବଞ୍ଚାଇବା ପାଇଁ ଯାଇଥିବା 3 ଅନ୍ୟ ଯୁବକ ମଧ୍ୟ ବିଶାକ୍ତ ଗ୍ୟାସରେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି । ତେବେ ଗୋଟିଏ ପରିବାରର 3ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବାସ୍ତୁ ପୂଜା ପାଇଁ କୂଅକୁ ବ୍ୟବହାର କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.