ETV Bharat / bharat

ଟ୍ବିଟର ଇଣ୍ଡିଆର ଦ୍ବାରସ୍ଥ ହେଲେ ସୁରେଶ ପ୍ରଭୁ

ପୂର୍ବ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଟ୍ବିଟର ଆକାଉଣ୍ଟରେ ବିଭିନ୍ନ ପୋଷ୍ଟ ହଟାଇବା ନେଇ ସେ ଟ୍ବିଟର ଇଣ୍ଡିଆର ଦ୍ବାରସ୍ଥ ହୋଇଛନ୍ତି ।

author img

By

Published : Jun 3, 2019, 12:02 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଟ୍ବିଟର ପୋଷ୍ଟ ଡିଲିଟ ନେଇ ଟ୍ବିଟର ଇଣ୍ଡିଆର ଦ୍ବାରସ୍ଥ ହେଲେ ପୂର୍ବତନ ରେଳ ମନ୍ତ୍ରୀ । ପୂର୍ବତନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଟ୍ବିଟର ଆକାଉଣ୍ଟରେ କେତେ ଗୁଡିଏ ପୋଷ୍ଟ ଡିଲିଟ୍ ହେବା ସହ ତାଙ୍କର କେତେ ଗୁଡିଏ ଫଲୋୟର୍ସଙ୍କୁ ହଟାଇ ଦିଆଯାଇଛି । ଯାହାକୁ ନେଇ ସେ ଟ୍ବିଟର ଇଣ୍ଡିଆରେ ଅଭିଯୋଗ କରିଛନ୍ତି ।

ଏଥିସହ ସେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ଟ୍ବିଟ କରି ଲେଖିଛନ୍ତି, ‘‘ ମୋର ପ୍ରିୟ ବନ୍ଧୁମାନେ । ମୋ ଟାଇମଲାଇନରେ ଆପଣଙ୍କ ପୋଷ୍ଟଗୁଡିକୁ ବହୁ ଚାଲାକ ସହ ଡିଲିଟ୍ କରିଦିଆଯାଇଛି । ମୁଁ ଟ୍ବିଟର ଇଣ୍ଡିଆକୁ ନିବେଦନ କରିଛି ସେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ ।

ପ୍ରକାଶ ଥାଉ କି, ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସୁରେଶ ପ୍ରଭୁଙ୍କୁ କୌଣସି ବିଭାଗ ଦିଆଯାଇନାହିଁ । ତେବେ ପୂର୍ବରୁ ତାଙ୍କୁ ପ୍ରଥମେ ରେଳ ମନ୍ତ୍ରୀ ଏବେ ନଗର ଉନ୍ନୟନ ମନ୍ତ୍ରୀ ବିଭାଗ ଦିଆଯାଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.