ETV Bharat / bharat

ପୂର୍ବତନ କେରଳ ରଣଜୀ ଖେଳାଳି ଜୟମୋହନ ଥାମ୍ପିଙ୍କୁ ହତ୍ୟା, ପୁଅ ଗିରଫ

author img

By

Published : Jun 10, 2020, 9:54 AM IST

କେରଳର ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ଜୟମୋହନ ଥାମ୍ପିଙ୍କୁ ହତ୍ୟା । ଏହି ହତ୍ୟା ମାମଲାରେ ପୋଲିସ ତାଙ୍କ ପୁଅ ଅଶ୍ୱିନଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ପୂର୍ବତନ କେରଳ ରଣଜୀ ଖେଳାଳି ଜୟମୋହନ ଥାମ୍ପିଙ୍କୁ ହତ୍ୟା, ପୁଅ ଗିରଫ
ପୂର୍ବତନ କେରଳ ରଣଜୀ ଖେଳାଳି ଜୟମୋହନ ଥାମ୍ପିଙ୍କୁ ହତ୍ୟା, ପୁଅ ଗିରଫ

ଥିରୁଅନନ୍ତପୁରମ: କେରଳର ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ଜୟମୋହନ ଥାମ୍ପିଙ୍କୁ ହତ୍ୟା । ସୋମବାର ଥିରୁଅନନ୍ତପୁରମ ମାନାକାଉଡରେ ଥିବା ବାସଭବନରେ ଜୟମୋହନଙ୍କ ମୃତଦେହ ମିଳିଥିବା ପୋଲିସ କହିଛି। ଏହି ହତ୍ୟା ମାମଲାରେ ପୋଲିସ ତାଙ୍କ ପୁଅ ଅଶ୍ୱିନଙ୍କୁ ଗିରଫ କରିଛି ।

ପୋଲିସ ସୂଚନାମୁତାବକ, ଜୟମୋହନଙ୍କ ପୁଅ ଅଶ୍ବିନ ତାଙ୍କୁ ଠେଲି ଦେଇଥିବା ବେଳେ କପାଳରେ ଗଭୀର ଆଘାତ ହେତୁ 64 ବର୍ଷିୟ ଥାମ୍ପିଙ୍କର ମୃତ୍ୟୁ ହୋଇଛି । ସୋମବାର ସକାଳେ ଅଶ୍ୱିନଙ୍କ ଘରୁ ଦୁର୍ଗନ୍ଧ ଆସିବାରୁ ଭଡ଼ାଟିଆମାନେ ଅଭିଯୋଗ କରିଥିଲେ । ଫଳରେ ପୋଲିସ ଆସି ଗୋଟିଏ କୋଠରୀରର ଚଟାଣରେ ଜୟମୋହନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଅତି କମରେ ଦୁଇ ଦିନ ପୂର୍ବରୁ ଏହି ମୃତ୍ୟୁ ହୋଇଥାଇପାରେ ବୋଲି ସେମାନେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.