ETV Bharat / bharat

ଟିଡିପିରେ ଯୋଗ ଦେଲେ କଂଗ୍ରେସ ନେତା ଭି କିଶୋର ଚନ୍ଦ୍ର ଦେଓ

author img

By

Published : Feb 25, 2019, 2:28 PM IST

ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଦଳକୁ ବାଏ ବାଏ କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଭି. କିଶୋରଚନ୍ଦ୍ର ଦେଓ। ରବିବାର କଂଗ୍ରେସସ ଛାଡିବା ପରେ ସେ ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ

ଅମରାବତୀ: ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନଦେଶବ୍ୟାପି ଦଳ ଡ଼ିଆଁ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। ଏହି କ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି. କିଶୋର ଚନ୍ଦ୍ର ଦେଓ ନିଜ ଦଳ କଂଗ୍ରେସକୁ ବାଏ ବାଏ କହିଛନ୍ତି। ଦଳ ଛାଡିବା ପରେ ଗତ ରବିବାର ସେ ଆନୁଷ୍ଠାନିକ ଭାବେ ଆଞ୍ଚଳିକ ଦଳ ତେଲୁଗୁ ଦେଶମ ପାର୍ଟିରେ(ଟିଡିପି)ଯୋଗ ଦେଇଛନ୍ତି।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ଭି କିଶୋରଚନ୍ଦ୍ର ଦେଓତଥା ଟିଡିପି ଯୋଗ ଦେଇଛନ୍ତି।ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜୟନଗରମ ଏବଂ ବିଶାଖାପାଟନମ ଜିଲ୍ଲାରକର୍ମକର୍ତ୍ତା ଭବ୍ୟ ସ୍ୱାଗତ ଜଣାଇଛନ୍ତି। ଜଣେ ବରିଷ୍ଠ ନେତା ଦଳରେ ସାମିଲ ହେବା ପରେ ଚଳଚଞ୍ଚଳ ହୋଇ ଉଠିଛି ଟିଡିପି କ୍ୟାମ୍ପ। ତାଙ୍କର ଯୋଗଦାନ ଫଳରେ ଉତ୍ତର ଉପକୂଳ ଆନ୍ଧ୍ରରେ ଟିଡିପି ଦଳୀୟ ସଙ୍ଗଠନ ଆହୁରି ମଜବୁତ ହେବା ନେଇ ଆଶା କରାଯାଉଛି।

  • Andhra Pradesh: Former Union Minister & former Congress leader V Kishore Chandra Deo joined Telugu Desam Party (TDP), yesterday in Amaravati in presence of Andhra Pradesh Chief Minister N Chandrababu Naidu. pic.twitter.com/zourUuI0Mf

    — ANI (@ANI) February 25, 2019 " class="align-text-top noRightClick twitterSection" data="

Andhra Pradesh: Former Union Minister & former Congress leader V Kishore Chandra Deo joined Telugu Desam Party (TDP), yesterday in Amaravati in presence of Andhra Pradesh Chief Minister N Chandrababu Naidu. pic.twitter.com/zourUuI0Mf

— ANI (@ANI) February 25, 2019 ">

5 ଥର ଲୋକସଭାକୁ ଏବଂ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଭି. କିଶୋରଚନ୍ଦ୍ର ଦେଓ। ଦଳ ଛାଡିବା ପରେ ସମ୍ପର୍କରେପ୍ରତିକ୍ରିୟା ରଖି ସେ କହିଛନ୍ତି ଟିଡିପିରେ ଯୋଗ ଦେବା ପାଇଁ ବହୁତ ଇଚ୍ଛୁକ ଥିଲେ। ଆଉ ଏବେ ସେ ଯୋଗ ଦେଇ ବହୁତ ଖୁସି ଅଛନ୍ତି।


2011-14 ମସିହାରେ ସେତେବେଳେ କେନ୍ଦ୍ରରେ କ୍ଷମତାସୀନ ଥିବା ମନମୋହନ ସିଂହଙ୍କ ସରକାର ଥିବା ତାଙ୍କୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଏବଂ ପଞ୍ଚାୟତିରାଜ ବିଭାଗର ଦାୟୀତ୍ୱ ମିଳିଥିଲା। ଆନ୍ଧ୍ର ପ୍ରଦେଶର ଆରକୁ ଲୋକସଭା ଆସନରୁ ଟିଡିପି ଟିକେଟରେ 2019 ଲୋକସଭା ନିର୍ବାଚନ ଲଢିବା ତାଙ୍କ ନାଁ ଚର୍ଚ୍ଚା ହେଉଛି।

ଅମରାବତୀ: ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନଦେଶବ୍ୟାପି ଦଳ ଡ଼ିଆଁ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। ଏହି କ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି. କିଶୋର ଚନ୍ଦ୍ର ଦେଓ ନିଜ ଦଳ କଂଗ୍ରେସକୁ ବାଏ ବାଏ କହିଛନ୍ତି। ଦଳ ଛାଡିବା ପରେ ଗତ ରବିବାର ସେ ଆନୁଷ୍ଠାନିକ ଭାବେ ଆଞ୍ଚଳିକ ଦଳ ତେଲୁଗୁ ଦେଶମ ପାର୍ଟିରେ(ଟିଡିପି)ଯୋଗ ଦେଇଛନ୍ତି।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ଭି କିଶୋରଚନ୍ଦ୍ର ଦେଓତଥା ଟିଡିପି ଯୋଗ ଦେଇଛନ୍ତି।ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜୟନଗରମ ଏବଂ ବିଶାଖାପାଟନମ ଜିଲ୍ଲାରକର୍ମକର୍ତ୍ତା ଭବ୍ୟ ସ୍ୱାଗତ ଜଣାଇଛନ୍ତି। ଜଣେ ବରିଷ୍ଠ ନେତା ଦଳରେ ସାମିଲ ହେବା ପରେ ଚଳଚଞ୍ଚଳ ହୋଇ ଉଠିଛି ଟିଡିପି କ୍ୟାମ୍ପ। ତାଙ୍କର ଯୋଗଦାନ ଫଳରେ ଉତ୍ତର ଉପକୂଳ ଆନ୍ଧ୍ରରେ ଟିଡିପି ଦଳୀୟ ସଙ୍ଗଠନ ଆହୁରି ମଜବୁତ ହେବା ନେଇ ଆଶା କରାଯାଉଛି।

  • Andhra Pradesh: Former Union Minister & former Congress leader V Kishore Chandra Deo joined Telugu Desam Party (TDP), yesterday in Amaravati in presence of Andhra Pradesh Chief Minister N Chandrababu Naidu. pic.twitter.com/zourUuI0Mf

    — ANI (@ANI) February 25, 2019 " class="align-text-top noRightClick twitterSection" data=" ">

5 ଥର ଲୋକସଭାକୁ ଏବଂ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଭି. କିଶୋରଚନ୍ଦ୍ର ଦେଓ। ଦଳ ଛାଡିବା ପରେ ସମ୍ପର୍କରେପ୍ରତିକ୍ରିୟା ରଖି ସେ କହିଛନ୍ତି ଟିଡିପିରେ ଯୋଗ ଦେବା ପାଇଁ ବହୁତ ଇଚ୍ଛୁକ ଥିଲେ। ଆଉ ଏବେ ସେ ଯୋଗ ଦେଇ ବହୁତ ଖୁସି ଅଛନ୍ତି।


2011-14 ମସିହାରେ ସେତେବେଳେ କେନ୍ଦ୍ରରେ କ୍ଷମତାସୀନ ଥିବା ମନମୋହନ ସିଂହଙ୍କ ସରକାର ଥିବା ତାଙ୍କୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଏବଂ ପଞ୍ଚାୟତିରାଜ ବିଭାଗର ଦାୟୀତ୍ୱ ମିଳିଥିଲା। ଆନ୍ଧ୍ର ପ୍ରଦେଶର ଆରକୁ ଲୋକସଭା ଆସନରୁ ଟିଡିପି ଟିକେଟରେ 2019 ଲୋକସଭା ନିର୍ବାଚନ ଲଢିବା ତାଙ୍କ ନାଁ ଚର୍ଚ୍ଚା ହେଉଛି।

କଟକ: ବାରବାଟୀରେ ଵିସିସିଆଇ କାର୍ଯ୍ୟକାରୀ ସଭାପତି
ସି କେ ଖାନା । ଆଗକୁ ଭାରତ ପାକିସ୍ତାନ କ୍ରିକେଟ ସମ୍ପର୍କ ନେଇ ରଖିଲେ ପ୍ରତିକ୍ରିୟା ।  ପୁଲବାମା ଘଟଣା କୂଟନୀତି ସ୍ତରରେ ଆଲୋଚନା ହେବା ଠିକ୍ ହେଲେ କ୍ରିକେଟ କୁ ଏହା ସହ ଯୋଡିବା ଠିକ୍ ନୁହେଁ ।ବର୍ତମାନ ପରିସ୍ଥିତିରେ ଭାରତ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ରହିବା ଉଚିତ । 
ତଥାପି ଦେଶର ନିଷ୍ପତ୍ତି ଯାହା ରହିଵ ତାହାକୁ ଆମେ ମାନିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ବିସିସିଆଇ କାର୍ଯ୍ୟକାରୀ ସଭାପତି ।

ଏହାସହିତ ବିସିସିଆଇ ଅଧିନ ରେ ଓଡିଶା ରେ ଚାଲିଥିବା ସୟିଦ ମୁସ୍ତାକ ଅଲି ଟ୍ରଫି  ହରିୟାଣା ଓ ବେଙ୍ଗଲ ମ୍ୟାଚ ଦେଖିବା ଥିଲେ ସେ ।  ବାରବାଟୀ ଷ୍ଟାଡିଅମର ଭିତ୍ତିଭୂମି ଦେଖି ସନ୍ତୋଷ ପ୍ରକାଶ କଲେ ବି ସି ସି ଆଇ ସଭାପତି  ସି.କେ. ଖାନ୍ନା । ଆସନ୍ତା ସିଜିନରେ ଅନ୍ତର୍ଜାତୀୟ ମ୍ୟାଚ ହେବା ନେଇ ଗ୍ରୀନ ସିଗନାଲ ମଧ୍ୟ ଦେଲେ  ସେ । ସେପଟେ ପୁଲୱାମା ହମଲା ପରେ ବିଶ୍ୱକପରେ ଭାରତ ପାକିସ୍ତାନ ବିରୋଧରେ ମ୍ୟାଚ୍ ଖେଳିବ କି ନାହିଁ ତାହାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । କ୍ରିକେଟ୍ ପ୍ରଶାସକ କମିଟି ସ୍ପଷ୍ଟ କରିଛି ଯେ , ଚୂଡାନ୍ତ ନିଷ୍ପତି କେନ୍ଦ୍ର ସରକାର ନେବେ  । ତେବେ କ୍ରିକେଟ୍ ମ୍ୟାଚକୁ ନେଇ ସକରାତ୍ମକ ମନୋଭାବ ରହିବା ଦରକାର ବୋଲି କହିଛନ୍ତି ବିସିସିଆଇ ସଭାପତି ।

ବାଇଟ : ବିସିସିଆଇ କାର୍ଯ୍ୟକାରୀ ସଭାପତି (ସି.କେ. ଖାନ୍ନା )



ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.