ETV Bharat / bharat

ସାବରୀମାଳା ବିବାଦ: କେରଳ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା - ସାବରୀମାଳା ବିବାଦ

ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କଲେ କେରଳ ପୂର୍ବ ମୁଖ୍ୟମନ୍ତ୍ରୀ । ସାବରୀମାଳା ବିବାଦର ଫୈସଲା କରିବେ 7 ଜଣିଆ ଖଣ୍ଡପୀଠ ।

ଫାଇଲ ଫଟୋ
author img

By

Published : Nov 14, 2019, 2:19 PM IST

ଥିରୁଅନନ୍ତପୁରମ୍: ପୂର୍ବ କେରଳ ମୁଖ୍ୟମନ୍ତ୍ରୀ ଓମେନ ଚାନ୍ଦୀ ସୁପ୍ରିମକୋର୍ଟର ରାୟକୁ ସ୍ବାଗତ କରିଛନ୍ତି । ଗୁରୁବାର ସୁପ୍ରିମକୋର୍ଟ ସାବରୀମାଳା ଉପରେ ବିଚାର କରିବାକୁ ବୃହତ୍ତମ ଖଣ୍ଡପୀଠଙ୍କୁ ସ୍ଥାନାନ୍ତର କରିଛନ୍ତି । ଏହି ନୂଆ ରାୟ ସମସ୍ତଙ୍କ ଧର୍ମୀୟ ଭାବନାକୁ କୌଣସି ଆଘାତ ପହଞ୍ଚାଇବ ନାହିଁ ।

ଏହାସହ ସେ କହିଥିଲେ କି, ସରକାର ବର୍ତ୍ତମାନ ତୀର୍ଥଯାତ୍ରା ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ । ସରକାରଙ୍କୁ ଟାର୍ଗେଟ କରି ପରୋକ୍ଷଭାବେ ସାବରୀମାଳା ବିବାଦ ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ।

Intro:Body:

Thiruvananthapuram : Former Chief Minister Oommen Chandy welcomed the verdict on Sabarimala review petitions. He added that the new verdict announced by the court will help to take in the sentiments of the devotees and will protect their beliefs. Adding to this he said that the government should try to facilitate the pilgrimage season this time. Former CM hit at the government and said that the Sabarimala issue was raised when the ruling government tried to take the activists to the shrine. When the government step back from the decision, the issue has got over in Sabarimala, said Oommen Chandy at Thiruvananthapuram. 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.