ହିମାଞ୍ଚଳପ୍ରଦେଶ: କିନ୍ନୈାର ଜିଲ୍ଲାର ଚୈାରା ଅଞ୍ଚଳରେ ଥିବା ଜଙ୍ଗଲରେ ଭୟାଭୟ ଅଗ୍ନିକାଣ୍ଡ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ଏହି ନିଆଁ ଉତ୍ତରୀ ରାଜ୍ୟ, ବିଶେଷ କରି ପାହାଡ଼ି ରାଜ୍ୟ-ହିମାଞ୍ଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ପାହାଡ଼ିଆ ଜଙ୍ଗଲରେ ନିଆଁ ଲାଗିବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି ।
2019ରେ ହିମାଞ୍ଚଳପ୍ରଦେଶରେ 500ରୁ ଉର୍ଦ୍ଧ୍ବ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଯାହା ରାଜ୍ୟର 2600 ହେକ୍ଟରୁ ଅଧିକ ଜଙ୍ଗଲ କ୍ଷେତ୍ରକୁ ପ୍ରଭାବିତ କରିଛି । ରିପୋର୍ଟ ଅନୁଯାୟୀ, ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ରାଜ୍ୟର ପ୍ରାୟ 49,000ରୁ ଅଧିକ ଟଙ୍କାର କ୍ଷତି ଘଟିଛି ।
@ani twit
https://www.latestly.com/india/news/forest-fire-in-himachal-pradesh-massive-blaze-engulfs-jungle-in-chaura-area-of-kinnaur-district-1547782.html