ETV Bharat / bharat

ଲକଡାଉନରେ ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଉଛି ରିଲାଏନ୍ସ ଫାଉଣ୍ଡେସନ - coronavirus

ରିଲାଏନ୍ସ ଫାଉଣ୍ଡେସନ 'କୋରୋନା ହାରେଗା ଇଣ୍ଡିଆ ଜିତେଗା' ସହିତ ଟ୍ୱିଟ କରି କହିଛନ୍ତି ଯେ, ଆମେ କୋଭିଡ-19 ବିରୋଧରେ ଲଢେଇ ଜାରି ରଖିବାବେଳେ ଏହି ସମୟରେ ରାସ୍ତାରେ ବୁଲୁଥବା ପ୍ରାଣୀମାନଙ୍କ ବିଷୟରେ ଚିନ୍ତା କରିବା ଆବଶ୍ୟକ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ଅଧିକ ପଢନ୍ତୁ...

relance foundation
ଲକଡାଉନରେ ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଉଛି ରିଲାଏନ୍ସ ଫାଉଣ୍ଡେସନ
author img

By

Published : Apr 30, 2020, 1:07 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ବୃଦ୍ଧି ହେତୁ ଲକଡାଉନ୍ ଜାରି ରହିଛି । ସମସ୍ତ ରାସ୍ତା ଘାଟ, ଦୋକାନ ବଜାର, ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ମାନ ବନ୍ଦ ରହିଛି । ଏପରି ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ନିଜ ଘର ଭିତରେ ରହୁଛନ୍ତି । ହେଲେ ଖୋଲା ଆକାଶ ତଳେ ବାସ କରୁଥିବା ପଶୁ ଓ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଏବଂ ଜଳ ଉପଲବ୍ଧ ହେଇପାରୁନାହିଁ । ଯେଉଁଥିପାଇଁ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଲାଣି । ଏଭଳି ପରିସ୍ଥିତିରେ ରିଲାଏନ୍ସ ଫାଉଣ୍ଡେସନ ଏହି ପଶୁ ଏବଂ ପକ୍ଷୀମାନଙ୍କ ପାଇଁ ବିଶେଷ ପଦକ୍ଷେପ ନେଇଛି । ଫାଉଣ୍ଡେସନ୍ ପଶୁ ଏବଂ ପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଉଛି ।

relance foundation
ଲକଡାଉନରେ ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଉଛି ରିଲାଏନ୍ସ ଫାଉଣ୍ଡେସନ

ରିଲାଏନ୍ସ ଫାଉଣ୍ଡେସନ 'କୋରୋନା ହାରେଗା ଇଣ୍ଡିଆ ଜିତେଗା' ସହିତ ଟ୍ୱିଟ କରି କହିଛନ୍ତି ଯେ, ''ଆମେ କୋଭିଡ-19 ବିରୋଧରେ ଲଢେଇ ଜାରି ରଖିବାବେଳେ ଏହି ସମୟରେ ରାସ୍ତାରେ ବୁଲୁଥବା ପ୍ରାଣୀମାନଙ୍କ ବିଷୟରେ ଚିନ୍ତା କରିବା ଆବଶ୍ୟକ। ରିଲାଏନ୍ସ ଫାଉଣ୍ଡେସନ ବୁଲା ପଶୁ ଓ କୁକୁର ମାନଙ୍କୁ ଶୁଖିଲା ଖାଇବାକୁ ଦେବା ସହ ପକ୍ଷୀମାନଙ୍କୁ ମଧ୍ୟ ଖାଇବାକୁ ଦେବାରେ ସାହାଯ୍ୟ କରୁଛି"।

ଭାରତରେ କୋରୋନା ଭାଇରସ ମାମଲା ସାମ୍ନାକୁ ଆସିବା ପରେ ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ନୀତା ଅମ୍ବାନୀ ଏହା ବିରୋଧରେ ଲଢେଇରେ ସହଯୋଗ କରିବାକୁ ଘୋଷଣା କରିଥିଲେ। 100 ଶଯ୍ୟା ବିଶିଷ୍ଟ କୋଭିଡ-19 ହସ୍ପିଟାଲ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ମାତ୍ର 2 ସପ୍ତାହ ମଧ୍ୟରେ ନିର୍ମାଣ କରାଯାଇଥିଲା । ରିଲାଏନ୍ସ ମାସ୍କ ଏବଂ ହଜାରେ ପିପିଇ କିଟ ମଧ୍ୟ ପ୍ରସ୍ତୁତ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.