ETV Bharat / bharat

ବନ୍ଦ ହେଲା ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ 3.1କୋଟିର ବାସଭବନ କାର୍ଯ୍ୟ - AP govt cancels work worth Rs 3.1 cr at CM's residences

ବିରୋଧୀଙ୍କ ବିରୋଧ ପରେ ବନ୍ଦ ହେଲା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବାସଭବନ କାର୍ଯ୍ୟ । ପ୍ରାୟ 3.1କୋଟି ଅର୍ଥ ବ୍ୟୟରେ ବାସଭବନ କାର୍ଯ୍ୟ ଚାଲିଥିଲା ।

AP govt cancels work worth Rs 3.1 cr
3.1କୋଟିର ବାସଭବନ କାର୍ଯ୍ୟ
author img

By

Published : Dec 9, 2019, 1:18 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ବାସଭବନ ପାଇଁ ଆଗତ କରାଯାଇଥିବା 3.10କୋଟି ଟଙ୍କାକୁ ରବ୍ଦ କରାଯାଇଛି । ବାସଭବନ ପାଇଁ ଏତେ ମାତ୍ରାରେ ଅର୍ଥ ଆବେଦନକୁ ବିରୋଧ କରିଥିଲେ ବିରୋଧୀ ଦଳ । ରାଜ୍ୟରେ ଅର୍ଥନୀତିକୁ ନେଇ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ବାସଭବନ ପଛରେ ଏତେ ମାତ୍ରାରେ ଅର୍ଥ ଖର୍ଚ୍ଚ କରିବା ଉଚିତ୍ ନୁହେଁ ବୋଲି କୁହାଯାଇଛି ।

ପୂର୍ବ ମାସରେ ଆନ୍ଧ୍ରପ୍ରଦେଶ ସରକାର, ତଦେପାଲିରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଘର ପାଇଁ ଆସବାପତ୍ର ପାଇଁ 39ଲକ୍ଷ ଟଙ୍କା ଆଗତ କରାଯାଇଥିଲା । ଏହାପରେ ଆଲୁମିନିୟମ କବାଟ, ଝରକା ପାଇଁ 73 ଲକ୍ଷ ଟଙ୍କା, 1.2 କୋଟି ବାସଭବନର ରକ୍ଷଣାବେକ୍ଷଣା ପାଇଁ ଓ ଅନ୍ୟ 22.50 ଲକ୍ଷ ଟଙ୍କା ମୋବାଇଲ ଟଏଲେଟ, କୁଲର୍,ପିଭିସି ରେନପ୍ରୁଫ୍ ଆଦି ପାଇଁ ଆଗତ କରାଯାଇଥିଲା ।

ଅନ୍ୟପକ୍ଷେ 24.50ଲକ୍ଷ ଟଙ୍କା ଜଗନ ମୋହନ ରେଡ୍ଡିଙ୍କ ହାଇଦ୍ରାବାଦ ବାସଭବନ ସିକ୍ୟୁରିଟି ପାଇଁ ଆବେଦନ କରାଯାଇଥିଲା । ମୁଖ୍ୟ ବିରୋଧୀ ଦଳ ଏହାକୁ ବିରୋଧ କରିବା ପରେ, ବିନା ଅଫିସିଆଲ କାରଣ ଦର୍ଶାଇ ଏହି ଆବେଦନକୁ ରବ୍ଦ କରାଯାଇଛି ।

Intro:Body:

https://www.aninews.in/news/national/politics/to-ward-off-criticism-andhra-govt-cancels-rs-3-crore-work-orders-at-cms-residence20191209073252/

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.