ETV Bharat / bharat

ବନ୍ଦେ ଭାରତ ଏକ୍ସପ୍ରେସରେ ମିଳିବ ପଞ୍ଚତାରକା ହୋଟେଲର ଖାଦ୍ୟ - food

ଦଶର ପ୍ରଥମ ଇଞ୍ଜିନ ବିହୀନ ରେଳ ବନ୍ଦେ ଭାରତ ଖୁବ ଶୀଘ୍ର ଯାତ୍ରା ଆରମ୍ଭ କରିବ। ସାଧାରଣ ଦ୍ରୁତଗାମୀ ଟ୍ରେନ ଠାରୁ ଅଧିକ ବେଗରେ ଯାତ୍ରା କରୁଥିବା ରେଳରେ ଯାତ୍ରା କରିବାର ଅନୁଭବକୁ ଆହୁରି ଅଧିକ ଭଲ କରିବା ପାଇଁ ରେଳବାଇ ପକ୍ଷରୁ ପ୍ରୟାସ ଜାରି ରଖିଛି।

ଫାଇଲ ଫଟୋ
author img

By

Published : Feb 14, 2019, 1:57 PM IST

ନୂଆଦିଲ୍ଲୀ: ଦେଶର ପ୍ରଥମ ଇଞ୍ଜିନ ବିହୀନ ରେଳ ବନ୍ଦେ ଭାରତ ଖୁବ ଶୀଘ୍ର ଯାତ୍ରା ଆରମ୍ଭ କରିବ। ସାଧାରଣ ଦ୍ରୁତଗାମୀ ଟ୍ରେନ ଠାରୁ ଅଧିକ ବେଗରେ ଯାତ୍ରା କରୁଥିବା ରେଳରେ ଯାତ୍ରା କରିବାର ଅନୁଭବକୁ ଆହୁରି ଅଧିକ ଭଲ କରିବାକୁ ରେଳବାଇ ପ୍ରୟାସ ଜାରି ରଖିଛି। ଏକ ରିପୋର୍ଟ ଅନୁସାରେ, ବର୍ତ୍ତମାନ ଏହି ରେଳରେ ପଞ୍ଚତାରକା ହୋଟେଲର ଖାଦ୍ୟ ମଧ୍ୟ ଯାତ୍ରୀ ପାଇ ପାରିବେ।

ଆଇଆରସିଟିସିର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଯାତ୍ରୀଙ୍କୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରଷିବାର ମଉକା ଦେବ ଏହି ଟ୍ରେନ। ଖୁବ ଜଲଦି ଏହି ଯୋଜନାକୁ ମଞ୍ଜୁରୀ ମିଳିଗଲେ ବହୁ ପ୍ରତୀକ୍ଷିତ ଟ୍ରେନ 18ରେ ଏହା ଆରମ୍ଭ କରିଦିଆଯିବ ।

ସୂଚନା ଅନୁସାରେ, ପିଣ୍ଡ ବଲୁଚୀରୁ ଖାଦ୍ୟ ଅଣାଯାଇ ପ୍ରୟାଗରାଜରେ ବନ୍ଦେ ଭାରତ ଏକ୍ସପ୍ରେସରେ ରଖାଯିବ। ଟ୍ରେନ ଫେରିବା ବେଳେ କାନପୁର ଷ୍ଟେସନରେ ଭୋଜନ ପାଇଁ ଖାଦ୍ୟ ନିଆଯିବ। ଏହି ଖାଦ୍ୟ ହୋଟେଲ ଲ୍ୟାଣ୍ଡମାର୍କରୁ ପ୍ରସ୍ତୁତ ହୋଇ ଆସିବ। ସକାଳୁ ଜଳଖିଆ ପାଇଁ ସାଧାରଣତଃ ରେଳ ବିଭାଗ ପକ୍ଷରୁ କଟଲେଟ ଓ ବ୍ରେଡ ଦିଆଯାଏ। ହେଲେ ଏଥିରେ ପେଟିସ, ମଫିନ୍ସ ଆଦିର ବ୍ୟବସ୍ଥା କରାଯାଇଛି।

ନୂଆଦିଲ୍ଲୀରୁ ବାରାଣାସୀ ଭିତରେ ଏକଜିକ୍ୟୁଟିଭି କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସକାଳ ଜଳଖିଆ ଠାରୁ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ମାତ୍ର 399 ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ। ଚେୟାର କାରରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ମାତ୍ର 344 ଟଙ୍କା ଏବଂ ଫେରିବା ସମୟରେ 349 ଓ 288 ଟଙ୍କା ଖର୍ଚ୍ଚ ହେବ।

undefined

୭୬୦ ବର୍ଷର ଅଷ୍ଟ ଧାତୁ ଜବତ, ଜଣେ ଗିରଫ। ଖୋଳତାଡ଼ କରିବା ଏସଟିଏଫ

ଭୁବନେଶ୍ୱର ଖଣ୍ଡଗିରିର ଯଦୁପୁର ଗାଁରୁ ଅଢେଇ କୋଟି ଟଙ୍କାର ଅଷ୍ଟ ଧାତୁ ରାଧା କୃଷ୍ଣ ମୂର୍ତ୍ତି ଜବତ। ଜବତ କଲା କ୍ରାଇମବ୍ରାଞ୍ଚ stf। ଅଷ୍ଟ ଧାତୁ ମୂର୍ତ୍ତି ସହ ଶ।ୟଦ୍ ଜିଲନୂର୍ ଓରଫ ରାଜା କୁ ଗିରଫ କଲା stf।

ମଙ୍ଗଳବାର ରାତି ରେ stf ର ଟିମ ଖଣ୍ଡଗିରି ଥାନା ଅଧୀନରେ ଥିବା ଯଦୁପୁର ଗାଁରେ ଏକ ଘରୁ ୨ଟି ଅଷ୍ଟ ଧତୁକୁ ଜବତ କରିଛି। ଅଷ୍ଟ ଧାତୁର ମୂଲ୍ୟ ପାଖ ପାକ୍ଷୀ ୨ରୁ ୩ କୋଟି  ଟଙ୍କାର ଅନୁମାନ କରାଯାଉଛି। ଏହି ଧାତୁ ପ୍ରାୟ ୧୨୫୪ ଖ୍ରୀଷ୍ଟାବ୍ଦ ର ବୋଲି ଖୋଦିତ ରହିଛି ଧାତୁରେ । ଦୁଇଟି ଧାତୁରେ ଓଜନ ପ୍ରାୟ ୩୦କେଜି ।   ଏତେ ପୁରୁଣା ଧାତୁ ଶୟଦ ଙ୍କ ପାଖ କୁ କେମିତି ଆସିଲା କେଉଁ ଠୁ ଆସିଲା , କାହାକୁ ଦେଇଥାନ୍ତେ ଏମିତି ଅନେକ ସନ୍ଦେହ ଜନକ ଘଟଣା ପଦାକୁ ଆସିବା  ।  ଏହି ରାକେଟ ର ଚେର ଖୋଳତାଡ଼ କରିବ stf।   ପ୍ରତମିକ ତଦନ୍ତ ରୁ ଜନା ପଡ଼ିଛି ଯେ ଗିରଫ ହୋଇଥିବ ସାୟଦ୍ ଅନ୍ୟ ରାଜ୍ୟ ସହ ମଧ୍ୟ ହାତ ରହିଛି। ସୟଦ୍ ସହ କେଉଁ ମାନେ ଏହି ରାକେଟରେ ଅଛନ୍ତି ଖୋଳତାଡ଼ କରିବ stf। ଏହି ଅଷ୍ଟ ଧାତୁ ଦେଶ ବାହାରକୁ ଚୋରାରେ କାରବାର ହେଉଥିଲା ବୋଲି stf ig ଜିତେନ୍ଦ୍ର କୋୟାଲ୍ କହିଛନ୍ତି।

Byte- ଜିତେନ୍ଦ୍ର କୋୟାଲ୍ ig stf 
Byte-  ସାୟଦ ଜିଲନୁର୍ (ରାଜା)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.