ETV Bharat / bharat

300 ମିଟର ଗଭୀର ଖାଇରେ ଖସିଲା କାର: 5 ମୃତ, ଜଣେ ଗୁରୁତର

ହିମାଚଳ ପ୍ରଦେଶର ସିମଲାରେ ନିୟନ୍ତ୍ରଣ ହରାଇ 300 ମିଟର ଖାଇକୁ ଖସିଲା କାର । ଘଟଣାରେ 5 ମୃତ, କାର ଚାଳକ ଡ୍ରାଇଭର ।

author img

By

Published : May 5, 2019, 3:08 PM IST

ପ୍ରତିକାତ୍ମକ ଫଟୋ

ସିମଲା: ହିମାଚଳ ପ୍ରଦେଶର ମଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା । କାର ଖାଇକୁ ଖସିବା ଫଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କାର ଡ୍ରାଇଭର ଜଣକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନାନୂଯାୟୀ, ସମସ୍ତ ମୃତାହତମାନେ ହେଲେ ବିଜେପି କର୍ମୀ । ସେମାନେ ଏକ ସିରାଜର ଭାଟକୀଦାରର ଏକ ରାଲିରେ ଯୋଗ ଦେବାକୁ ଯାଉଥିଲେ । ହେଲେ କାରଟି ନିୟନ୍ତ୍ରଣ ହରାଇ ରାସ୍ତା କଡର 300 ମିଟର ଖାଇକୁ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ 5 ଜଣଙ୍କ ମୃତ୍ୟୁ ହୋଇଥିଲା ।

ଖବରପାଇ ପୋଲିସର ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖାଇରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଗୁରୁତର କାର ଡ୍ରାଇଭରକୁ ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଛି ।

Intro:Body:

gf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.