ETV Bharat / bharat

ନାଗାଲାଣ୍ଡର ଜୁକୋଉ ଭ୍ୟାଲିରେ ଭୟାବହ ଅଗ୍ନିକାଣ୍ଡ, ବାୟୁସେନା ହେଲିକପ୍ଟର ନିୟୋଜିତ

ନାଗାଲାଣ୍ଡ ଓ ମଣିପୁର ସୀମା ମଧ୍ୟରେ ଥିବା ଜୁକୋଉ ଉପତ୍ୟକାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ପରିମାଣ ଏତେ ରହିଛି ନିଆଁ ଲିଭିବାର ନା ନେଉନାହିଁ । ବାୟୁସେନା ହେଲିକପ୍ଟର ଜରିଆରେ ନିଆଁ ଆୟତ୍ତ କରାଯାଉଛି । ଅଧିକ ପଢନ୍ତୁ...

fire in Dzouku Valley near Kohima
ନାଗାଲାଣ୍ଡର ଜୋକଉ ଭ୍ୟାଲିରେ ଭୟାବହ ଅଗ୍ନିକାଣ୍ଡ
author img

By

Published : Jan 4, 2021, 4:34 PM IST

କୋହିମା: ନାଗାଲାଣ୍ଡରେ ଭୟାବହ ଅଗ୍ନିକାଣ୍ଡ । ନାଗାଲାଣ୍ଡ ଓ ମଣିପୁର ସୀମା ମଧ୍ୟରେ ଥିବା ଜୁକୋଉ ଉପତ୍ୟକାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ପରିମାଣ ଏତେ ରହିଛି ନିଆଁ ଲିଭିବାର ନା ନେଉନାହିଁ ।

ନାଗାଲାଣ୍ଡର ରାଜଧାନୀ କୋହିମା ନିକଟବର୍ତ୍ତୀ ଜୁକୋଉ ଉପତ୍ୟକାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଉପତ୍ୟକାର ମାଳ ଅଞ୍ଚଳରେ ନିଆଁର ପରିମାଣ ଭୟାବହ ରହିଛି । ଏହା ଏକ ମାଳ ଅଞ୍ଚଳ ହୋଇଥିବାବେଳେ ନିଆଁର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ଭାରତୀୟ ବାୟୁସେନା ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ସ୍ବତନ୍ତ୍ର ହେଲିକପ୍ଟର ବ୍ୟବହାର କରାଯାଇଛି । ହେଲିକପ୍ଟର ଜରିଆରେ ନିଆଁକୁ ଲିଭାଇବା ପାଇଁ ଆକାଶ ମାର୍ଗରୁ ପାଣି ସିଞ୍ଚନ କରାଯାଉଛି । ଏଥିରେ ଭାରତୀୟ ବାୟୁସେନାର ଏମଆଇ17ର 4ଟି ହେଲିକପ୍ଟର ବ୍ୟବହାର କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.