ETV Bharat / bharat

ବାନ୍ଦ୍ରା ଏମଟିଏନଏଲ ବିଲ୍ଡିଂରେ ଅଗ୍ନିକାଣ୍ଡ, ଫଶି ରହିଛନ୍ତି 100 ଲୋକ

ବାନ୍ଦ୍ରା ଏମଟିଏନଏଲ ( ମହାନଗର ଟେଲିଫୋନ ନିଗମ) ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ 14ଟି ଅଗ୍ନିଶମ ବିଭାଗ ପହିଞ୍ଚିଛନ୍ତି ।

author img

By

Published : Jul 22, 2019, 5:52 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମୁମ୍ବାଇ: ବାନ୍ଦ୍ରା ଏମଟିଏନଏଲ ( ମହାନଗର ଟେଲିଫୋନ ନିଗମ) ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ । ଏହା ଲେଭଲ 4ର ଅଗ୍ନିକାଣ୍ଡ । ତେବେ ଉକ୍ତ ବିଲ୍ଡିଂରେ 100ରୁ ଉର୍ଦ୍ଧ୍ବ ଲୋକ ଫଶି ରହିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନିଆଁକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ 14ଟି ଅଗ୍ନିଶମ ବିଭାଗ ପହିଞ୍ଚିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ 20 ରୁ 25 ଲୋକଙ୍କୁ ଯୁଦ୍ଧାକାଳୀନ ପରିସ୍ଥିରେ ଉଦ୍ଧାର କରାଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଛି ସେ ବିଷୟରେ କୌଣସି ଖବର ମିଳିନାହିଁ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.