ETV Bharat / bharat

ମୁମ୍ବାଇ ପୋଲିସର ନୂଆ ନିୟମ, ନିର୍ଦ୍ଧିଷ୍ଟ ସମୟରେ ପଶୁପକ୍ଷୀଙ୍କୁ ଖାଦ୍ୟ ବିତରଣ - feed-birds

ଲକଡାଉନ ସମୟରେ ସକାଳ 5.30 ରୁ 7.30 ମଧ୍ୟରେ ପଶୁପକ୍ଷୀଙ୍କୁ ଆପଣ ଖାଇବାକୁ ଦେଇ ପାରିବେ ବୋଲି ମୁମ୍ବାଇ ପୋଲିସ ନିୟମ କରିଛି।

feed-birds
ମୁମ୍ବାଇ ପୋଲିସର ନୂଆ ନିୟମ, ନିର୍ଦ୍ଧିଷ୍ଟ ସମୟରେ ପଶୁପକ୍ଷୀଙ୍କୁ ଖାଦ୍ୟ ବିତରଣ
author img

By

Published : Apr 13, 2020, 3:19 PM IST

ମୁମ୍ବାଇ: ପଶୁପ୍ରେମୀଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଖବର। ଲକଡାଉନ ସମୟରେ ପଶୁପକ୍ଷୀଙ୍କୁ ଖାଇବାକୁ ଦେବାକୁ ଚାହୁଁଥିବା ବ୍ୟାକ୍ତିଙ୍କ ପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ଏକ ନିଦ୍ଧିଷ୍ଟ ସମୟ ସ୍ଥିର କରାଯାଇଛି। ଯେଉଁ ସମୟ ଭିତରେ ଚାହିଁଲେ ଆପଣ ପଶୁପକ୍ଷୀଙ୍କୁ ଖାଇବାକୁ ଦେଇପାରିବେ।

ମୁମ୍ବାଇ ପୋଲିସର ସୂଚନା ଅନୁସାରେ, ଲକଡାଉନ ସମୟରେ ସକାଳ 5.30 ରୁ 7.30 ମଧ୍ୟରେ ପଶୁପକ୍ଷୀଙ୍କୁ ଆପଣ ଖାଇବାକୁ ଦେଇ ପାରିବେ। ଏହି ନୂଆ ନିୟମ ପରେ କିଛି ଲୋକ ପଶୁମାନଙ୍କୁ ମଧ୍ୟ ଖାଇବାକୁ ଦେବା ପାଇଁ ରାତିର କାର୍ଯ୍ୟସୂଚୀ ପାଇଁ ଅନୁରୋଧ କରିଥିଲେ।

ସୂଚନା ଅନୁସାରେ, କୋରୋନା ମୁକାବିଲ ପାଇଁ ସବୁଆଡେ ତାଲାବନ୍ଦ। ଦୋକାନ ବଜାର ଓ ଅଖଚକ ସବୁ କିଛି ଠପ୍ ହୋଇ ପଡି ରହିଛି। ଯାହା ଫଳରେ ବୁଲା ଜୀବନଜନ୍ତୁଙ୍କ ଅବସ୍ଥା ସାଙ୍ଘାତିକ।

ଏଭଳି ସ୍ଥିତିରେ ପ୍ରତ୍ୟେକ ଦିନ କିଛି ଖାଇବା ସେମାନଙ୍କୁ ଦେବା ପାଇଁ ସରକାରଙ୍କ ତରଫରୁ ସାଧାରଣଜନତାଙ୍କୁ ଅପିଲ କରାଯାଇଛି। ଏହାସହ ଅନେକ ପଶୁ ପ୍ରେମୀ ମଧ୍ୟ କୁକୁର,ଗାଇ ଓ ଅନ୍ୟଜୀବନ୍ତୁଙ୍କୁ ଖାଇବାକୁ ଦେଉଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.