ETV Bharat / bharat

ଛୁଆ ଚୋର ସନ୍ଦେହରେ 6 କୃଷକଙ୍କୁ ମାଡ, ଜଣେ ମୃତ - mp news

ମଧ୍ୟପ୍ରଦେଶର ଧର ଜିଲ୍ଲା ମନୱାର ପୋଲିସ ଷ୍ଟେସନ ନିକଟସ୍ଥ ବୋରଲାଇ ଗ୍ରାମରେ ଛୁଆ ଚୋର ସନ୍ଦେହରେ 6 କୃଷକଙ୍କୁ ମାଡ ମାରିବା ସହ ସେମାନଙ୍କ ଗାଡି ପୋଡି ଦେଇଛନ୍ତି ଗ୍ରାମବାସୀ । ଏହି ଘଟଣାରେ ଜଣେ କୃଷକଙ୍କ ଚିକିତ୍ସୀଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

Farmers beaten on suspicion of child
ଛୁଆ ଚୋର ସନ୍ଦେହରେ 6 କୃଷକଙ୍କୁ ମାଡ
author img

By

Published : Feb 6, 2020, 12:10 PM IST

ଭୋପାଳ: ଛୁଆ ଚୋର ସନ୍ଦେହରେ 6 କୃଷକଙ୍କୁ ମାଡ । ମଧ୍ୟପ୍ରଦେଶର ଧର ଜିଲ୍ଲା ମନୱାର ପୋଲିସ ଷ୍ଟେସନ ନିକଟସ୍ଥ ବୋରଲାଇ ଗ୍ରାମରେ ଛୁଆ ଚୋର ସନ୍ଦେହରେ 6 କୃଷକଙ୍କୁ ମାଡ ମାରିବା ସହ ସେମାନଙ୍କ ଗାଡି ପୋଡି ଦେଇଛନ୍ତି ଗ୍ରାମବାସୀ । ଏହି ଘଟଣାରେ ଜଣେ କୃଷକଙ୍କ ଚିକିତ୍ସୀଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି ।

ଛୁଆ ଚୋର ସନ୍ଦେହରେ 6 କୃଷକଙ୍କୁ ମାଡ

ଗୁରୁତର ବିନୋଦ ମୁକାତୀଙ୍କ କହିବା ଅନୁଯାୟୀ, ସେ ଇନ୍ଦୋର ଜିଲ୍ଲା ଶିବପୁରୁଖେଦା ଗ୍ରାମରେ ରୁହନ୍ତି । ତେବେ ତାଙ୍କ ଗ୍ରାମରେ 5 ଜଣ ମଜୁରିଆ କାମ କରୁଥିଲେ । ତେବେ ସେ ତାଙ୍କୁ 50 ହଜାର ଟଙ୍କା ଆଡଭାନ୍ସ ଦେଇଥିଲେ । ମାତ୍ର ପଇସା ପାଇବା ପରେ ମଜୁରିଆ ମାନେ କାମକୁ ଆସୁନଥିଲେ । ଏହି କ୍ରମେ ସେ ବୋରଲାଇ ଗ୍ରାମରେ ମଜୁରିଆମାନଙ୍କୁ ଭେଟିବା ପାଇଁ ଯାଇ ସେମାନଙ୍କୁ କାମକୁ ଆସିବାକୁ କହିଥିଲେ । ମାତ୍ର ସେମାନେ କାମକୁ ଆସିବାକୁ ମନା କରିଦେଇଥିଲେ ।

ଯାହାକୁ ନେଇ ବିନୋଦ ଏବଂ ମଜୁରିଆମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାକୁ ଦେଖି ବୋରଲାଇ ଗ୍ରାମ ଲୋକେ ସୋମନଙ୍କୁ ଛୁଆ ଚୋର ଭାବି ମାରପିଟ୍ କରିଥିଲେ । ଯେଉଁଥିରେ ଜଣେ କୃଷକଙ୍କ ଚିକିତ୍ସୀଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ 4 ଜଣ ଗୁରୁତର ଆହତ ହୋଇ ଇନ୍ଦୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Intro:बच्चा चोरी की संख्या में ग्रामीणों ने 6 किसानों की पिटाई ,वाहनों में करि तोड़फोड़,1 कार को आग के हवाले किया, मारपीट की इस घटना में एक किसान की हुई मौत ,पुलिस ने वीडियो फुटेज के आधार पर कार्रवाई करी शुरू.....
Body:धार जिले के मनावर थाना अंतर्गत ग्राम बोरलाई में ग्रामीणों ने बच्चा चोरी की शंका में 6 किसानों की जमकर पिटाई कर दी और उनके वाहनों में भी तोड़फोड़ करी, एक कार को आग के हवाले कर दिया ,इस मारपीट की घटना में एक किसान की अस्पताल में इलाज के दौरान मौत भी हुई है,वही मारपीट कि घटना में घायल किसान विनोद मुकाती ने बताया कि वही इंदौर जिले के ग्राम शिवपुरखेड़ा के रहने वाले है, उनके गाँव मे ग्राम बोरलाई के 5 मजदूर काम करते थे जिन्हें उन्होंने 50 हजार रुपये एडवांस में दे दिए थे पैसे देने के बाद वह मजदूर काम पर नहीं आ रहे थे, इसी के चलते वह ग्राम बोरलाई में उन मजदूरों से मिलने पहुंचे और उन्हें काम पर आने का कहने लगे इस दौरान उन मजदूरों ने काम पर आने का मना करते हुए हंगामा कर दिया,हंगामा होने के चलते ग्रामीणों ने किसानों को बच्चा चोर समझा ओर ग्रामीणों ने उनके साथ में बच्चा चोरी की संख्या में मारपीट की घटना को अंजाम दिया और उनके वाहनों में तोड़फोड़ करी और आगजनी की घटना को अंजाम दिया, इस मामले में धार एसपी आदित्य प्रताप सिंह ने बताया कि यह पूरा मामला पैसों के लेनदेन का है इस घटना में एक किसान की मौत हुई है वही 4 किसान गंभीर रूप से घायल हुए हैं जिनका इलाज बड़वानी और इंदौर के अस्पताल में चल रहा है फिलहाल पुलिस ने इस मामले में वीडियो फुटेज के आधार पर कार्रवाई शुरू कर दी है जल्द ही मारपीट की घटना को अंजाम देने वाले आरोपियों को गिरफ्तार कर उनके खिलाफ सख्त कार्रवाई की जाएगी

Conclusion:बाइट-01-विनोद मुकाती-घायल किसान

बाइट-02- आदित्य प्रताप सिंह- एस.पी धार

मारपीट की घटना के लाइव फुटेज है

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.