ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମସ୍କୋରେ ପହଁଚିଛନ୍ତି । ଋଷରେ ପହଁଚିବା କ୍ଷଣି ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନାର ସହକାରେ ସ୍ବାଗତ କରାଯାଇଥିଲା ।
ଋଷ ବୈଦେଶିକ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଭାରତୀୟ ଦୂତାବାସ ଜୟଶଙ୍କରଙ୍କୁ ପାଛୋଟି ନେଇଥିଲେ । ଏନେଇ ଭାରତ-ଋଷ ଦୂତାବାସ ପକ୍ଷରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ